ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ମିଳିବ ଶ୍ରେଷ୍ଠ ବିମାନ ବନ୍ଦର ପୁରସ୍କାର

ଭୁବନେଶ୍ୱର(ଏନଟିପି ବ୍ୟୁରୋ):

ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଶ୍ରେଷ୍ଠ ବିମାନ ବନ୍ଦର ପୁରସ୍କାର ପାଇଁ ଚୟନ  କରଯାଇଛି । ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ  ସର୍ଭିସ କ୍ୱାଲିଟି ଆୱାର୍ଡ଼ ୨୦୧୮ ପ୍ରଦାନ କରାଯିବ ।

ଶ୍ରେଷ୍ଠ ବିମାନ ବନ୍ଦର ପୁରସ୍କାର ପାଇଁ ତାଲିକା ପ୍ରସ୍ତୁତ ହୋଇଛି । ଏଥିରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଶ୍ରେଷ୍ଠ ବିମାନ ବନ୍ଦର ପୁରସ୍କାର ପାଇଁ ଚୟନ  ହୋଇଛି । ଏହି  ବିମାନ ବନ୍ଦରକୁ  ସର୍ଭିସ କ୍ୱାଲିଟି ଆୱାର୍ଡ଼ ୨୦୧୮ ପ୍ରଦାନ କରାଯିବ । ୨୦ରୁ ୫୦ ଲକ୍ଷ ଯାତ୍ରୀ କ୍ଷମତା ବିଭାଗରେ ମିଳିବ ଏହି ପୁରସ୍କାର ଦିଆଯିବ । ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦର ମାନ୍ୟତା ପାଇବା ପରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି । 

Follow by Email
WhatsApp