ମହାଶିଵ ରାତ୍ରିରେ ନିଳକଣ୍ଠେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ NSS ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କୁ ଫଳ ବଣ୍ଟନ Posted on 04/03/201904/03/2019 by NTP Bureau Report ଅନୁଗୋଳ(ଏନଟିପି) ଅନୁଗୋଳ ବଳରାମ ପ୍ରସାଦ ଠାରେ ଥିବା ନକୁଳ ଚନ୍ଦ୍ର ସ୍ଵତନ୍ତ୍ର ଦୃଷ୍ଟିହୀନ ବିଦ୍ୟାଳୟ ରେ ଫଳ ବଣ୍ଟନ । ନିଳକଣ୍ଠେଶ୍ଵର ଡିଗ୍ରୀ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ମହିଳା ବିଭାଗ (NSS) ତରଫରୁ ମିଷ୍ଟାନ୍ନ, ଫଳ, ବିସ୍କୁଟ, ଚକଲେଟ , ପେନସିଲ, ରବର ଓ କଟର ବଣ୍ଟନ କରିଥିଲେ । ନୀଳକଣ୍ଠେଶ୍ଵର ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ମହିଳା ବିଭାଗ (NSS) ର ଅଧିକାରୀ ଅଧ୍ୟାପିକା ଶୁଭଦର୍ଶିନୀ ମହାପାତ୍ର କଲେଜ ଛାତ୍ରୀ ମାନଙ୍କୁ ନେଇ କିଛି ସମୟ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ସହିତ ବିତାଇ ଥିଲେ । ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ନାଚ ଗୀତ ଓ ଏକକ ଅଭିନୟ କରି ପୁରଷ୍କୃତ କରିଥିଲେ । ଏଥିରେ ସ୍କୁଲର ସଂଞ୍ଚାଳିକା ରେଣୁବାଲା ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ । Share on FacebookTweetFollow usSave Post Views: 334
Odisha ବିହନ ବିଶୋଧନ ତାଲିମ ନେବେ ୭ ହଜାର ଚାଷୀ NTP Bureau Report 29/12/2018 0 କଟକ, (ଏନଟିପି ବ୍ୟୁରୋ): ଆସନ୍ତା ରବି ଋତୁରେ ମୁଗ ଓ ବିରି ସହିତ ତୈଳବୀଜ ଚାଷ କରୁଥିବା ଚାଷୀଙ୍କୁ ବିହନ ବିଶୋଧନ ଉପରେ ତାଲିମ ଦିଆଯିବ । ଜିଲ୍ଲା କୃଷି ବିଭାଗର ନିଷ୍ପତ୍ତି କ୍ରମେ […]
Odisha Founder of Ramakrishna Math, Dhenkanal passes away NTP Bureau Report 12/03/2019 0 BHUBANESWAR (NTP) Founder and president, Ramakrishna Matha, Dhenkanal and well-known social worker Bhubanananda Dash passed away at his younger son’s residence at Shakti Sugar at […]
Odisha ପରିବହନ କମିଶନରଙ୍କୁ ଭେଟିଲା ଘରୋଇ ବସ୍ ମାଲିକ ସଂଘ NTP Bureau Report 01/08/2019 0 ପୁରୀରେ ବସ୍ ଭିତରେ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ବସ୍ର ପରମିଟ୍ ବାତିଲ କରାଯାଇଥିବା ବେଳେ ଏହାର ପ୍ରତିବାଦରେ ପରିବହନ କମିଶନରଙ୍କୁ ଭେଟିଛି ଘରୋଇ ବସ୍ ମାଲିକ ସଂଘ । ଦୁଷ୍କର୍ମ ଘଟଣାରେ ଜଡିତ ହେଲ୍ପର […]