ପରିବହନ କମିଶନରଙ୍କୁ ଭେଟିଲା ଘରୋଇ ବସ୍ ମାଲିକ ସଂଘ Posted on 01/08/201901/08/2019 by NTP Bureau Report ପୁରୀରେ ବସ୍ ଭିତରେ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ବସ୍ର ପରମିଟ୍ ବାତିଲ କରାଯାଇଥିବା ବେଳେ ଏହାର ପ୍ରତିବାଦରେ ପରିବହନ କମିଶନରଙ୍କୁ ଭେଟିଛି ଘରୋଇ ବସ୍ ମାଲିକ ସଂଘ । ଦୁଷ୍କର୍ମ ଘଟଣାରେ ଜଡିତ ହେଲ୍ପର ଗିରଫ ହୋଇଥିବାବେଳେ ତାକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ରଖିଛି ସଂଘ। ହେଲେ ବସ୍ ମାଲିକଙ୍କର ଏଥିରେ କୌଣସି ସଂପୃକ୍ତି ନଥିବାବେଳେ କାହିଁକି ଦଣ୍ଡ ଦିଆଯାଉଛି ବୋଲି ପ୍ରଶ୍ନ କରିଛି ମାଲିକ ସଂଘ। ଏହା ପୂର୍ବରୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ପରିବହନ ମନ୍ତ୍ରୀ ଓ ପରିବହନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୯ ତାରିଖରେ ଘରୋଇ ମାଲିକ ସଂଘର ସାଧାରଣ ପରିଷଦ ବୈଠକ ଡକାଯାଇଥିବା ବେଳେ ୧୨ ତାରିଖରୁ ଆନ୍ଦୋଳନ କରିବାକୁ ଧମକ ଦେଇଛି ସଂଘ। Share on FacebookTweetFollow usSave Post Views: 257
Odisha କରୋନା ଯୋଗୁଁ ପୋଲ୍ ଟ୍ରି ଶିଳ୍ପରେ ନାହିଁ ନଥିବା କ୍ଷତି, ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଲେ ସାଂସଦ ଅଚ୍ୟୁତ ସାମନ୍ତ NTP Bureau Report 17/03/2020 0 ଏନ ଟି ପି (ବ୍ୟୁରୋ): ସବୁଠି ଏବେ କରୋନା ଭୟ।ସରକାର ମଧ୍ୟ କରୋନାକୁ ନେଇ ଆଡ଼ ଭାଇଜରି ଜାରି କରାଯାଇଛି।କରୋନା ଯୋଗୁଁ ଅର୍ଥନୀତି ଉପରେ ବିଶ୍ୱବ୍ୟାପୀ ପ୍ରଭାବ ପଡ଼ିଥିବା ବେଳେ ଭାରତରେ ପଲ୍ୟୁଟ୍ରି ଶିଳ୍ପରେ […]
Odisha Business Jindal Steel & Power Observes 92nd Birth Anniversary of Shri O. P. Jindal** Smrutilipi 07/08/2022 0 7th Aug, Angul: (NewsTimePro): Jindal Steel & Power (JSP) observed the 92nd Birth Anniversary of its founder Shri Om Prakash Jindal (Bauji) with a floral […]
Odisha ପରୀକ୍ଷା ଅଧାରୁ ଆର ପାରିକୁ ଚାଲି ଯାଇଥିଲେ ଶ୍ରୀଧର NTP Bureau Report 08/05/2019 0 ସୋମବାର ସିବିଏସ୍ଇ ପରୀକ୍ଷାର ଫଳ ବାହାରିଥିବା ବେଳେ ଦଶମ ଶ୍ରେଣୀ ଛାତ୍ର ବିନାୟକ ଶ୍ରୀଧରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ବଡ଼ ହୋଇ ଜଣେ ଅନ୍ତରୀକ୍ଷ ବୈଜ୍ଞାନିକ ହେବାକୁ ଚାହୁଁଥିବା ଶ୍ରୀଧରଙ୍କ […]