ହକି ବିଶ୍ୱକପରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲେ :ଧର୍ମେନ୍ଦ୍ର

ଭୁବନେଶ୍ୱର(ଏନଟିପି) ରାଜ୍ୟରେ ଆୟୋଜିତ ହୋଇଥିବା ହକି ବିଶ୍ୱକପରେ ହୋଇଛି ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ହକି ବିଶ୍ୱକପରେ ଖର୍ଚ୍ଚର ହିସାବ ରାଜ୍ୟ ବିଧାନସଭାରେ ସରକାର ନ ଦେବା ପ୍ରସଙ୍ଗରେ […]

ନିରୀହ ଲୋକଙ୍କ ଉପରେ ମିଥ୍ୟା ମାମଲାକୁ କଂଗ୍ରେସର ବିରୋଧ

ଅନୁଗୋଳ (ଏନ ଟି ପି): ସାତକୋଶିଆରେ ବାଘୁଣୀ ସୁନ୍ଦରୀ ମଣିଷ ମାରିବା ପରେ ଯେଉଁ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ତାକୁ ନେଇ ପୋଲିସ ପକ୍ଷରୁ ଯେପରି ଭାବେ ନିରୀହ ଅଧିବାସୀ ଙ୍କ ନମାରେ […]

କାଳିଆ ଯୋଜନାରେ ବିଜେଡି ନେତା ହିତାଧିକାରୀ :ବିଜେପିର ଅଭିଯୋଗ

ଢେଙ୍କାନାଳ (ଏନଟିପି) ରାଜ୍ୟ ସରକାର ଚାଷୀଙ୍କ ପାଇଁ କରିଛନ୍ତି କାଳିଆ ଯୋଜନା।କାଳିଆ ଯୋଜନା ପ୍ରକୃତ ହିତାଧିକାରୀ ଏହାର ଲାଭ ପାଇବା ବଦଳରେ ବିଜେଡି ନେତା ସାମିଲ ଥିବା ଅଭିଯୋଗ ଉଠାଇଛି ଭାଜପା।ରାଜ୍ୟ ସରକାରଙ୍କ ଦ୍ୱାରା […]

ବୈଜୟନ୍ତଙ୍କ ଗତି କୁଆଡେ; କଂଗ୍ରେସକୁ ଢଳିବେ କି ବୈଜୟନ୍ତ…

ଭୁବନେଶ୍ୱର (ଏନଟିପି ) ରାଜ୍ୟ ରାଜନୀତିରେ ବୈଜୟନ୍ତ ପଣ୍ଡାଙ୍କ ପରବର୍ତ୍ତୀ ପଦକ୍ଷେପ କଣ ରହିବ, ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ନୂଆ ସମୀକରଣର ଦିଗ ସାମ୍ନାକୁ ଆସିଛି । ବିଜେପିକୁ ଯିବାର ସମ୍ଭାବନା […]

କେଉଁ ପ୍ରସଙ୍ଗରେ ଲୋକଙ୍କ ମନ ଜିତିବ ବିଜେପି !କଣ ରହିଛି ବିଜେପିର ଇସ୍ତାହାର…

ଭୁବନେଶ୍ୱର (ଏନ ଟି ପି): ୨୦୧୯ ସାଧାରଣ ନିର୍ବାଚନ ପ୍ରସ୍ତୁତି ସ୍ୱରୂପ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅନୁମୋଦନ କ୍ରମେ ଆଜି ରାଜ୍ୟ ସଂକଳ୍ପପତ୍ର ସମିତି ଘୋଷଣା କରାଯାଇଛି । ଏହି ସମିତିର ଅଧ୍ୟକ୍ଷ […]

କଂଗ୍ରେସରୁ କାହିଁକି ନିଲମ୍ବିତ ହେଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ

ଏନ ଟି ପି(ଭୁବନେଶ୍ୱର): କଂଗ୍ରେସ ପାଇଁ ବଢ଼ିଲା ଅଡୁଆ । କଂଗ୍ରେସରୁ ନିଲମ୍ବିତ ହେଲେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ । ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସରୁ ନିଲମ୍ବନ ହୋଇଛନ୍ତି ଯୋଗେଶ […]

ରାହୁଲ ବନାମ ନବୀନ ! କଂଗ୍ରେସ ସଭାପତିଙ୍କ ସଭାକୁ କାଉଣ୍ଟର କରି ୨୫ତାରିଖରେ ପୁରୀରେ ବିଜେଡିରେ କାଳିଆ ସମାବେଶ

ଆସନ୍ତା ୨୫ ତାରିଖରେ ରାହୁଲ ଗାନ୍ଧି ବନାମ ନବୀନ ଶୋ ।  ବିଜେପି ପରେ କଂଗ୍ରେସକୁ ଟକ୍କର ଦେବାକୁ ଅଂଟା ଭିଡିଛି ବିଜେଡି । ଆସନ୍ତା ୨୫ ତାରିଖରେ ଓଡ଼ିଶା ଗ୍ରସ୍ତ କରିବେ କଂଗ୍ରେସ […]

ବିଜେଡି ସାଙ୍ଗଠନିକ ସ୍ତରରେ ଅଦଳବଦଳ,କାହାକୁ ମିଳିଲା ନୂଆ ଦାୟିତ୍ୱ

ସାଙ୍ଗଠନିକ ସ୍ତରରେ ଅଦଳ ବଦଳ କଲା ବିଜେଡି । କିଏ ହଟିଲେ, କିଏ ଫେରିଲେ, କାହାକୁ ମିଳିଲା କେଉଁ ଦାୟିତ୍ୱ ଜାଣନ୍ତୁ । ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ଦଳୀୟ ପଦାଧିକାରୀ ସ୍ତରରେ […]

ବଦଳିଗଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? ନବୀନଙ୍କୁ ଆଉ ଟାର୍ଗେଟ କରୁନାହାନ୍ତି ମୋଦି ……

ବଦଳିଗଲେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ? ପୂର୍ବପରି ଆଉ ଶୁଭୁନି ପ୍ରଧାନମନ୍ତ୍ରୀଙ୍କ ଶାଣିତ ସ୍ୱର । ଯାହା ଜନତାଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ନିର୍ବାଚନ ପାଖେଇ ଆସୁଥିବା ବେଳେ ମାତ୍ର ଏକ ମାସ […]

Follow by Email
WhatsApp