ନିରୀହ ଲୋକଙ୍କ ଉପରେ ମିଥ୍ୟା ମାମଲାକୁ କଂଗ୍ରେସର ବିରୋଧ Posted on 25/01/201925/01/2019 by NTP Bureau Report ଅନୁଗୋଳ (ଏନ ଟି ପି): ସାତକୋଶିଆରେ ବାଘୁଣୀ ସୁନ୍ଦରୀ ମଣିଷ ମାରିବା ପରେ ଯେଉଁ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ତାକୁ ନେଇ ପୋଲିସ ପକ୍ଷରୁ ଯେପରି ଭାବେ ନିରୀହ ଅଧିବାସୀ ଙ୍କ ନମାରେ ମିଥ୍ୟା କେଶ ରୁଜ୍ଜୁ କରାଯାଇ ତାହାକୁ ଜାତୀୟ କଂଗ୍ରେସ ଦୃଢ଼ ବିରୋଧ କରୁଛି।ଟିକରପଡା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶାପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ବିଜୟାନନ୍ଦ ଚାଉଳିଆ ଏହା ପ୍ରକାଶ କରିଛନ୍ତି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେବାଘ ଛାଡିବା ଠାରୁ ଆରମ୍ଭ କରି ଉତେଜନା ସୃଷ୍ଟି ପର୍ଯ୍ୟନ୍ତ ଉଭୟ କେନ୍ଦ୍ର ଭାଜପା ଓ ରାଜ୍ୟ ବିଜେଡି ସରକାର ଦାୟୀ ବୋଲି କହିଛନ୍ତି।ଦୁଇ ସରକାରଙ୍କ ସହମତିରେ ବାଘ ଛଡା ଯାଇଥିଲା।ପରେନିରିଃ ଲୋକଙ୍କ ନାମରେ ମିଥ୍ୟା ମାମଲା ଯୋଗୁଁ ସାତକୋଶିଆ ଅଧିବାସୀ ଏବେ ଭୟରେ।ଗାଁ ଛାଡି ବାହାରେ ରହୁଛନ୍ତି।ଏସବୁମିଥ୍ୟା କେଶ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଶ୍ରୀ ଚାଉଳିଆ। Share on FacebookTweetFollow usSave Post Views: 259
Odisha Political Tadka ତୁଳସୀକ୍ଷେତ୍ରରେ କିଏ ମାରିବ ବାଜି,କାହା ଦଖଲକୁ ଯିବ ବିରଜା କ୍ଷେତ୍ର ;ବାଲେଶ୍ୱରରେ କଣ ରହିବ ଭୋଟରଙ୍କ ମୁଡ଼ ,କାହା ସପକ୍ଷରେ ଯିବ ଜନମତ। NTP Bureau Report 27/04/2019 0 କେନ୍ଦ୍ରାପଡା(ଏନଟିପି) : ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆଉ ଗୋଟିଏ ଦିନ ବାକି।କାହା ସପକ୍ଷରେ ଯିବ ଜନମତ।କେନ୍ଦ୍ରାପଡ଼ାରେ କିଏ ମାରିବ ବାଜି? ମେ ୨୩ ତାରିଖରେ ଜଣାପଡ଼ିବ ତୁଳସୀ କ୍ଷେତ୍ରରେ କାହାର ଦମ୍ କେତେ। ସୋମବାର […]
Odisha Political Tadka କଲରାବାଙ୍କରୁ କନ୍ଧମାଳ କେମିତି ଥିଲା ଅଚ୍ୟୁତଙ୍କ ଯାତ୍ରା NTP Bureau Report 01/06/2019 0 ଲୋକସଭା ନିର୍ବାଚନରେ ବିଜେପି ସାରା ଦେଶରେ ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା, ଓଡ଼ିଶାରେ ୨୦୧୪ ତୁଳନାରେ ଭଲ ପ୍ରଦର୍ଶନ କରିଛି ମାତ୍ର ସେତେ ଭଲ ପ୍ରଦର୍ଶନ କରିପାରିନାହିଁ। ୨୧ ଲୋକସଭା ଆସନ ମଧ୍ୟରୁ ୧୨ଟିରେ […]
NATIONAL Odisha Political Tadka ସରକାରୀ ଯୋଜନାରୁ କାହିଁକି ବଞ୍ଚିତ ଏହି ପରିବାର NTP Bureau Report 20/03/2019 0 ସରକାରୀ ଯୋଜନାରୁ କାହିଁକି ବଞ୍ଚିତ ଏହି ପରିବାର।ସାନଖେମୁଣ୍ଡି ନିର୍ଵାଚନ ମଣ୍ଡଳୀର ଏହି ମାଉସୀଙ୍କ ପାରିବାର କୁ ନା ମିଳିଛି କାଳିଆ ଟଙ୍କା,ନା ଭତ୍ତା ନ ଇନ୍ଦିରା ଆବାସ।ନିର୍ବାଚନ ଆସିଲେ ମନେ ପଡେ ନେତାଙ୍କ କଥା […]