ଫୋନ୍‌ରେ ଗପିବା ବେଳେ କ୍ୟାମ୍ପସ୍‌ କୋଠାରୁ ପଡ଼ି ଆଇଆଇଟି ଛାତ୍ର ମୃତ

ହାଇଦ୍ରାବାଦ: ଶୁକ୍ରବାର ପ୍ରତ୍ୟୁଷରେ ମୋବାଇଲ୍‌ ଫୋନ୍‌ରେ ଗପିବା ସମୟରେ ସାତ ତାଲା ହଷ୍ଟେଲ୍‌ କୋଠାର ଟେରାସ୍‌ରୁ ଗଳି ପଡ଼ି ଉଆଇଆଇଟି- ହାଇଦ୍ରାବାଦର ଜଣେ ଶେଷ ବର୍ଷ ଇଞ୍ଜିନିୟରିଙ୍ଗ୍‌ ଛାତ୍ରଙ୍କର ମୃତ୍ୟୁ ଘଟିଛି।୨୨ ବର୍ଷିୟ ଏମ୍‌ […]

କେନ୍ଦ୍ରୀୟ ବଜେଟରେ ଦେଖାଗଲା ନିର୍ବାଚନୀ ରଙ୍ଗ

ନୂଆଦିଲ୍ଲୀ (ଏନଟିପି) ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ମୋଦି ସରକାର ବଜେଟ ଜରିଆରେ କୃଷକ, ଶ୍ରମିକ, ମଧ୍ୟବିତ୍ତ ପରିବାର ଓ ଗ୍ରାମୀଣ ଲୋକଙ୍କ ଆକର୍ଷିତ କରିବା ପାଇଁ ବଡ଼ ଘୋଷଣାମାନ କରିଛନ୍ତି । କୃଷକଙ୍କ […]

କେନ୍ଦ୍ରୀୟ ବଜେଟରେ କାହାକୁ ମିଳିଲା କେତେ ? କିଏ କେତେ ଲାଭବାନ …

ଉପସ୍ଥାପନ ହୋଇଛି ମଧ୍ୟବର୍ତ୍ତୀ କାଳୀନ କେନ୍ଦୀୟ୍ର ବଜେଟ । ଦିନ ୧୧ଟାରେ ବଜେଟ ଉପସ୍ଥାପନ କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ । ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଏହା ଶେଷ ବଜେଟ […]

ଫେସବୁକରେ ଅଜଣା ଯୁବତୀଙ୍କୁ ପ୍ରେମ କରି ବ୍ଲାକମେଲିଂ କରୁଥିବା ଯୁବକକୁ ଗିରଫକଲା କ୍ରାଇମ୍ ବ୍ରାଞ୍ଚ ।

ପ୍ରେମ କରୁଥିବା ଫେକ୍ ପ୍ରେମିକ ହୁସିଆର୍ ।ପଛରେ ବୁଲୁଛି କ୍ରାଇମ୍ ବ୍ରାଞ୍ଚ । ଫେସବୁକରେ ଅଜଣା ଯୁବତୀଙ୍କୁ ପ୍ରେମ କରି ବ୍ଲାକମେଲିଂ କରୁଥିବା ଯୁବକକୁ ଗିରଫକଲା କ୍ରାଇମ୍ ବ୍ରାଞ୍ଚ ।ଆଜିକାଲି ଫେସବୁକରେ ପ୍ରେମ କରିବା […]

ଟ୍ୱିଟ କରିବା ପଡିଲା ମହଙ୍ଗା : ମିଳିଲା ୧୦ ବର୍ଷ ଜେଲ୍ ଦଣ୍ଡ ସହ ୨୮ ଲକ୍ଷ ଟଙ୍କାର ଜରିମାନା

ସୋସିଆଲ ମିଡିଆର ବ୍ୟବହାର କରିବା ସମୟରେ କେତେ ସାବଧାନତାର ଆବଶ୍ୟକତା ଜରୁରୀ ତାହା ଏହି ଖବରରୁ ଜାଣିପାରିବେ । କେରଳ ନିବାସୀ ୨୮ ବର୍ଷୀୟ ବିଷ୍ଣୁ ଦେବ ରାଧାକୃଷ୍ଣନଙ୍କୁ ନିଜର ଏକ ଟ୍ୱିଟ ପାଇଁ […]

ରାଜନୀତିରେ ଅଭିନେତ୍ରୀ ! ବିଜେପିରେ ସାମିଲ ହେଲେ ବଲିଉଡ୍ ଅଭିନେତ୍ରୀ ଇଷା କୋପିକର୍ ।

ଲୋକସଭା ନିର୍ବାଚନ ୨୦୧୯ ପୂର୍ବରୁ ନେତମାନେ ଦଳବଦଳ କରୁଥିବା ଦେଖା ଯାଉଛି । ପ୍ରାୟ ପ୍ରତି ଦଳରେ ପୁରୁଣା ନେତା ବାହାରୁଥିବା ବେଳେ କିଛି ନୂଆ ମୁହଁ ରାଜନୀତିରେ ସାମିଲ ହେଉଥିବା ଦେଖା ଯାଉଛି […]

ପରୀକ୍ଷା ହଲ ବାହାରେ ବଡ଼ ଦୁନିଆ ଅଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଛାତ୍ରଛାତ୍ରୀମାନଙ୍କ ଆଗାମୀ ପରୀକ୍ଷା ପୂର୍ବରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ସହିତ ଆଲୋଚନା କରିଛନ୍ତି। ଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମଠାରେ ୨ହଜାରୁ ଉର୍ଧ୍ୱ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କ […]

ଜଗୁଆର ଫାଇଟର୍‌ ପ୍ଲେନ୍‌ ଦୁର୍ଘଟଣାଗ୍ରସ୍ତ

ଉତ୍ତରପ୍ରଦେଶ(ଏନଟିପି): ଭାରତୀୟ ବାୟୁସେନାର ଜଗୁଆର ଫାଇଟର୍‌ ପ୍ଲେନ୍‌ ଦୁର୍ଘଟଣାଗ୍ରସ୍ତ । ଉତ୍ତରପ୍ରଦେଶର କୁଶୀନଗରରେ ପ୍ଲେନ୍‌ କ୍ରାସ୍‌ ହୋଇଛି । ଏକ ଚାଷ ଜମି ମଧ୍ୟରେ ଖସି ପଡ଼ିବାରୁ ପ୍ଲେନଟି ସମ୍ପୁର୍ଣ୍ଣ ଜଳି ଯାଇଛି । […]

ପ୍ରେମିକାକୁ କାହିଁକି ତଣ୍ଟି ଚିପି ହତ୍ୟାକଲା ପ୍ରେମିକ

ନୂଆଦିଲ୍ଲୀ: ସୋନି ପ୍ରେମିକ ସହିତ ରହିବା ପାଇଁ ପ୍ରାୟ ଛଅ ମାସ ହେବ ସ୍ୱାମୀ ଓ ଦୁଇ ସନ୍ତାନଙ୍କୁ ଛାଡ଼ି ଆସିଥିଲା। କିନ୍ତୁ ଏହାର ପ୍ରତିବଦଳରେ ପ୍ରେମିକ ତାକୁ ହତ୍ୟା କରିଛି। ଏଭଳି ଏକ […]

Follow by Email
WhatsApp