ନଭେମ୍ବର ୧୩ ରୁ ଆରମ୍ଭ ହେବ ରାଜ୍ୟ ବିଧାନସଭା ଅଧିବେଶନ

ଭୁବନେଶ୍ୱର(ଏନଟିପି): ଚଳିତ ବର୍ଷ ନଭେମ୍ବର ୧୩ ତାରିଖରୁ ରାଜ୍ୟ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଡିସେମ୍ବର ୧୯ ତାରିଖ ଯାଏ ଚାଲିବ। ଏଥିରେ ମୋଟ ୩୦ କାର୍ଯ୍ୟଦିବସ ରହିବ । […]

ଓଡ଼ିଶାରେ ବର୍ଷା ବିତ୍ପାତ ;ଆସନ୍ତାକାଲି ୯ ଟି ଜିଲ୍ଲା ସ୍କୁଲ ଛୁଟି

ଭୁବନେଶ୍ୱର, ଅକ୍ଟୋବର ୨୪(ଏନଟିପି): ଦକ୍ଷିଣ ଓ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି । ଯାହା ପ୍ରଭାବରେ ଓଡ଼ିଶାର ଅଧିକାଂଶ ତଳିଆ ଅଂଚଳ ଜଳମଗ୍ନ ହୋଇପଡ଼ିଛି । […]

ରୀତା ସାହୁଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଏନଟିପି) ରେକର୍ଡ ସଂଖ୍ୟକ ଭୋଟରେ ବାଜି ମାରିଛନ୍ତି ରୀତା ସାହୁ। ବିଜୟ ପରେ ଆରମ୍ଭ ହୋଇଛି ସେଲିବ୍ରେସନ୍‌। ଦଳୀୟ ନେତା, କର୍ମୀ ଓ ସମର୍ଥକ ଖୁସି ମନାଉଛନ୍ତି। ବିପୁଳ ବିଜୟ ପାଇଁ ରୀତାଙ୍କୁ ଶୁଭେଚ୍ଛା […]

ବିଜେପୁର ବାଜି ମାରିନେଲେ ରିତା ସାହୁ

ବିଜେପୁର(ଏନଟିପି): ବିଜେପୁର ବାଜି ମାରିନେଲେ ରିତା ସାହୁ। ଆଜି ବିଜେପୁର ଉପନିର୍ବାଚନ ଫଳାଫଳ ପାଇଁ କଡ଼ା ସୁରକ୍ଷା ମଧ୍ୟରେ  ଭୋଟ ଗଣତି ହୋଇଥିଲା । ସମସ୍ତଙ୍କ ନଜର ରହିଥିଲା ଫଳାଫଳ ଉପରେ । ଭୋଟ […]

କୁଟେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର(ଏନ ଟି ପି): ବରିଷ୍ଠ ଆଇପିଏସ ଅଫିସର ଧୀରେନ୍ଦ୍ର ସମ୍ଭାଜୀ କୁଟେଙ୍କୁୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । କୁଟେ ୧୯୯୭ ବ୍ୟାଚର ଆଇପିଏସ ଅଫିସର, ଏବେ ମୁଖ୍ୟମନ୍ତ୍ରୀଙ୍କ […]

ସ୍ପେଶାଲ ସ୍କ୍ବାଡ୍‌ର ଚଢ଼ାଉ:ଜବତ ହେଲା ୭ ପେଟି ସିରପ୍‌

ଅନୁଗୋଳ(ଏନଟିପି) ନିଶା କବଳରେ ପଡ଼ିଥିବା ଯୁବପିଢ଼ି ଏବେ କଫ୍‌ ସିରପ୍‌କୁ ନିଶା ପାନୀୟ ଭାବେ ବ୍ୟବହାର କରୁଛନ୍ତି। ଫଳରେ ଅନୁଗୋଳ ସହରରେ ଏପରି କଫ୍‌ ସିରପର ଚୋରା କାରବାର ବୃଦ୍ଧି ପାଉଥିବା ବେଳେ ଅସାଧୁ […]

Follow by Email
WhatsApp