୮ ରେ ନବୀନନିବାସ ଘେରିବ ବିଜେପି କୃଷକମୋର୍ଚା

ଏନଟିପି:(ଅନୁଗୁଳ)ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ଅନୁଗୁଳ ଜିଲ୍ଲା ତରଫରୁ ଆସନ୍ତା ୮ ତାରିଖରେ ନବୀନ ନିବାସ ଓ ରାଜ୍ୟ ସଚିବାଳୟ ଘେରାଉ କରାଯିବା ବିଷୟରେ ଆଲୋଚନା କରାଯାଇଥିଲା।ରାଜ୍ୟସରକାର ଙ୍କ କୃଷକ ମାରଣ ନୀତି କୁ ଦୃଢ଼ ବିରୋଧ କରିଛି ବିଜେପି କୃଷକ ମୋର୍ଚ୍ଚା।ଏଥିରେ ରାଜ୍ୟର ୩୦୪ଟି ବ୍ଲକ ରୁ କୃଷକ ଅଂଶଗ୍ରହଣ କରିବେ।ମୋର୍ଚ୍ଚା ର ଆରୋପ ହେଲା ଠିକ ସମୟରେ ଧାନ ମଣ୍ଡି ଖୋଲାଯାଉ ନାହିଁ, ଚାଷୀ ମାନଙ୍କ ଦ୍ୱାରା ଧାନର ଅଭାବୀ ବିକ୍ରି କରାଯାଇଛି , ସେମାନଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ ।ଅନୁଗୁଳ ଜିଲ୍ଲା କୃଷକ ମୋର୍ଚା ସଭାପତି ଦେବାଶିଷ ହୋତା ଉପସ୍ଥିତ ରହିଥିଲେ।

Follow by Email
WhatsApp