ଏନଟିପି:(ଅନୁଗୁଳ)ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ଅନୁଗୁଳ ଜିଲ୍ଲା ତରଫରୁ ଆସନ୍ତା ୮ ତାରିଖରେ ନବୀନ ନିବାସ ଓ ରାଜ୍ୟ ସଚିବାଳୟ ଘେରାଉ କରାଯିବା ବିଷୟରେ ଆଲୋଚନା କରାଯାଇଥିଲା।ରାଜ୍ୟସରକାର ଙ୍କ କୃଷକ ମାରଣ ନୀତି କୁ ଦୃଢ଼ ବିରୋଧ କରିଛି ବିଜେପି କୃଷକ ମୋର୍ଚ୍ଚା।ଏଥିରେ ରାଜ୍ୟର ୩୦୪ଟି ବ୍ଲକ ରୁ କୃଷକ ଅଂଶଗ୍ରହଣ କରିବେ।ମୋର୍ଚ୍ଚା ର ଆରୋପ ହେଲା ଠିକ ସମୟରେ ଧାନ ମଣ୍ଡି ଖୋଲାଯାଉ ନାହିଁ, ଚାଷୀ ମାନଙ୍କ ଦ୍ୱାରା ଧାନର ଅଭାବୀ ବିକ୍ରି କରାଯାଇଛି , ସେମାନଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ ।ଅନୁଗୁଳ ଜିଲ୍ଲା କୃଷକ ମୋର୍ଚା ସଭାପତି ଦେବାଶିଷ ହୋତା ଉପସ୍ଥିତ ରହିଥିଲେ।
Related Posts
ବିଧାୟକ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଶୁଭ ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ …….
- NTP Bureau Report
- 02/01/2019
- 0
ଏନଟିପି : (ଅନୁଗୁଳ) ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ପାଲଲହଡା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମରେ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଦ୍ଵାରା ପାନୀୟଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦଘାଟନ ଓ […]
ନବୀନଙ୍କ ମନ୍ତ୍ରିମଣ୍ଡଳରେ କିଏ ପାଇଲା ପଦ, କିଏ ପଡିଲା ବାଦ
- NTP Bureau Report
- 29/05/2019
- 0
ଭୁବନେଶ୍ୱର: (ଏନଟିପି) ନବୀନଙ୍କ ମନ୍ତ୍ରିମଣ୍ଡଳରେ କିଏ ପାଇଲା ପଦ, କିଏ ପଡିଲା ବାଦ।ନବୀନ ଏଥର ନୁଆଁ ମୁହଁ କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଛନ୍ତି।ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କ ପଞ୍ଚମ ପାଳି ସରକାରରେ ସାମିଲ […]
ବିଜେପୁର ବାଜି ମାରିନେଲେ ରିତା ସାହୁ
- NTP Bureau Report
- 24/10/2019
- 0
ବିଜେପୁର(ଏନଟିପି): ବିଜେପୁର ବାଜି ମାରିନେଲେ ରିତା ସାହୁ। ଆଜି ବିଜେପୁର ଉପନିର୍ବାଚନ ଫଳାଫଳ ପାଇଁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ହୋଇଥିଲା । ସମସ୍ତଙ୍କ ନଜର ରହିଥିଲା ଫଳାଫଳ ଉପରେ । ଭୋଟ […]