ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୩ ମାସର ଦରମା ପରେ ସ୍କ୍ରିନିଂ ଉପକରଣ ପାଇଁ ୨.୫ କୋଟି ମଞ୍ଜୁର କଲେ କନ୍ଧମାଳ ସାଂସଦ Posted on 29/03/202029/03/2020 by NTP Bureau Report ଭୁବନେଶ୍ୱର/କନ୍ଧମାଳ(ଏନ ଟି ପି): ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି କୁ ତିନିମାସର ଦରମା ଦେବା ପରେ କରୋନା ସ୍କ୍ରୀନିଂ ଉପକରଣ କିଣିବାକୁ ୪ ଜିଲ୍ଲାକୁ ୨.୫ କୋଟି ଟଙ୍କା ମଞ୍ଜୁର କଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ।କରୋନା ସ୍କ୍ରୀନିଂ ଉପକରଣ କିଣିବାକୁ ୪ ଜିଲ୍ଲାକୁ ୨.୫ କୋଟି ଟଙ୍କା ମଞ୍ଜୁର କଲେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ। ନିଜ MPLAD ଫଣ୍ଡରୁ ଏହି ଅର୍ଥରାଶିକୁ କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ନୟାଗଡ ଜିଲ୍ଲା ପାଇଁ ମଞ୍ଜୁର କରିଛନ୍ତି ଡ.ସାମନ୍ତ। ପୂର୍ବରୁ ମଧ୍ୟ ଡ.ଅଚ୍ୟୁତ ସାମନ୍ତ ତିନି ମାସର ଦରମାକୁ ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ଦାନ କରିଥିଲେ। ଏହି MPLAD ଫଣ୍ଡରୁ ମଞ୍ଜୁର ହେଇଥିବା ଟଙ୍କାରେ ଏହି ଚାରି ଜିଲ୍ଲା ପାଇଁ କରୋନାର ସ୍କ୍ରୀନିଂ ଉପକରଣ କିଣାଯିବ ବୋଲି ସାଂସଦଙ୍କ ଟ୍ବିଟରୁ ଜଣାପଡିଛି। ଏହା ସହିତ ସବୁ ବିଧାୟକ ମାନଙ୍କୁ ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ଦାନ କରିବା ପାଇଁ ଟ୍ବିଟର ମାଧ୍ୟମରେ ନିବେଦନ କରିଛନ୍ତି ଶ୍ରୀ ସାମନ୍ତ। Share on FacebookTweetFollow usSave Post Views: 446
Odisha ଦୁର୍ଘଟଣାରେ ଭାଇ ଭଉଣୀଙ୍କ ଦୁଃଖଦ ମୃତ୍ୟୁ ,ସମ୍ପର୍କୀୟ ଭାଇ ଗୁରୁତର NTP Bureau Report 28/06/2020 0 ଛେଣ୍ଡିପଦା( ଏନ ଟି ପି): ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ନିକଟରେ ସ୍କର୍ପିଓ ଦୁର୍ଘଟଣାରେ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ସମ୍ପର୍କୀୟ ଭାଇ ଯାହାଙ୍କ ବୟସ ୧୫ ରୁ୧୬ ବର୍ଷ […]
Odisha ବିଜେପିର ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା NTP Bureau Report 21/03/2019 0 ଭୁବନେଶ୍ୱର: ଓଡ଼ିଶାର ୧୦ଟି ଲୋକସଭା ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳ କେନ୍ଦ୍ରାପଡ଼ାରୁ ଲୋକସଭା ପ୍ରାର୍ଥୀ କରିଛି। ସେହିପରି ଭୁବନେଶ୍ୱର ଲୋକସଭା ଆସନରେ […]
Odisha କଳି ଯୁଗର କୁବେରଙ୍କ ଘରେ ଭିଜିଲାନ୍ସ ରେଡ଼; ଭିଜିଲାନ୍ସ ଜାଲରେ ପଡିଲେ ଢେଙ୍କାନାଳ RTO…… NTP Bureau Report 28/12/2018 0 ଢେଙ୍କାନାଳ :(NEWS TIME PRO)ଭିଜିଲାନ୍ସ ଜାଲରେ ପଡିଲେ RTO। ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ ଦିବାକର ସିଂଙ୍କ ଘରେ ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି। […]