ସୋସିଆଲ ଡିଷ୍ଟାନସିଂ ବଦଳରେ ସୋସିଆଲ କ୍ଲୋଜନେସ ବଢୁଛି, ଶ୍ରମିକ ମାନଙ୍କ ଜୀବନ ସହ ଖେଳୁଛି କି ଟାଟା ଷ୍ଟିଲ ବି ଏସ ଏଲ

ଢେଙ୍କାନାଳ(ଏନ ଟି ପି)

ଭାରତରେ କରୋନା ଭାଇରସ ସଂକ୍ରମଣ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ପହଞ୍ଚିଯାଇଛି । ଏଠାରୁ ସ୍ଥିତି ଚୀନ ପରି ନିୟନ୍ତ୍ରଣକୁ ଆସିପାରେ ଅଥବା ଇଟାଲି ପରି ନିୟନ୍ତ୍ରଣ ବାହାରକୁ ଚାଲିଯାଇପାରେ ବୋଲି ବୈଜ୍ଞାନିକମାନେ ଭବିଷ୍ୟବାଣୀ କରିଛନ୍ତି ।
ଏକ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଭାରତ ପକ୍ଷରୁ ନିଆଯାଇଥିବା ବିଭିନ୍ନ ସତର୍କତାମୂଳକ ପଦକ୍ଷେପର ପ୍ରଭାବ ଅନୁସାରେ ସ୍ଥିତି ନିର୍ଭର କରେ। ସୋସିଆଲ ଡିଷ୍ଟାନ୍ସିଂ ବା ସାମାଜିକ ଦୂରତ୍ୱ ପାଇଁ ସରକାରଙ୍କ ଆହ୍ଵାନକୁ ଲୋକମାନେ ସଠିକ ଭାବେ ପାଳନ କରୁନାହାନ୍ତି।ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ।କରୋନାକୁ ମୁକାବିଲା  ପାଇଁ ସାରା ଦେଶ ଲକ୍ ଡାଉନ୍ । ଘରେ ରହିଲେ କରୋନା ସହ ଲଢେ଼ଇ କରିି ହେବ।ଘରେ ରହିଲେ ଜୀବନ ବଞ୍ଚିଯିବ ଏକଥା କହୁଛନ୍ତି ସରକାର କିନ୍ତୁ ସରକାରଙ୍କ ଆଡ଼ଭାଇଜରି କୁ ଆନୁପାଳନ କରୁଛି କିଏ ?

ଟାଟା ଷ୍ଟିଲ ବି ଏସ ଏଲ କମ୍ପାନୀକୁ ବସ ରେ ଯାଉଥିବା କର୍ମଚାରୀ ସୋସିିଆଲ ଡିଷ୍ଟାନସିଂ ବଦଳରେ ସୋସିଆଲ କ୍ଲୋଜନେସ ରେ ବସ ରେ କମ୍ପାନୀ ଯାଉଛନ୍ତି ।ଟାଟା ଷ୍ଟିଲ ବି ଏସ ଏଲ କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ଜୀବନର ମୂଲ୍ୟ କିଛି ନାହିଁ  ବୋଲି ପ୍ରଶ୍ନ ଉଠିଛି। ସେପଟେଉଭୟ ଟାଟା କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶ୍ରୀମତୀ ନନ୍ଦିନୀ ଶତପଥୀ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସୁପର୍ନୋ ଶତପଥୀ ।Tweet👇👇👇👇

https://twitter.com/SuparnoSatpathy/status/1243830428286341121?s=09
Tweet :👆👆👆👆
କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଷ୍ଟିଲ ଏକ ESSENTIAL SERVICE ଭାବେ ପ୍ଲାଣ୍ଟ ଖୋଲାଯାଇପାରିବ ।କିନ୍ତୁ social Distancing ଜରିଆରେ କାମ କରାଯାଇପାରିବା କଥା କିନ୍ତୁ Social Closeness ଦ୍ୱାରା କରୋନା ସଂକ୍ରମଣ ବଢିବନି ତ।ଏ ଦିଗରେ କମ୍ପାନୀ କର୍ତ୍ତୃପକ୍ଷ ଧ୍ୟାନ ଦେବେ ତ।👇👇👇👇
Follow by Email
WhatsApp