ରାଜ୍ୟସରକାରଙ୍କ COVID 19 ଫଣ୍ଡକୁ ୧ କୋଟି ଟଙ୍କା ଆର୍ଥିକ ସହାୟତା ଦେଲେ ବିଶିଷ୍ଟ ଶିଳ୍ପପତି ତାରା ପଟ୍ଟନାୟକ Posted on 24/03/202024/03/2020 by NTP Bureau Report ଭୁବନେଶ୍ୱର(ଏନ ଟି ପି): କରୋନା ଏବେ ବିଶ୍ୱ ମହାମାରୀ।କରୋନାର ମୁକାବିଲା କେବଳ ସଚେତନ ରହିପାରିଲେ ହିଁ ରୋକାଯାଇପାରିବା।ରାଜ୍ୟରେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରାଯାଇଛି।କିନ୍ତୁ ଲୋକେ ଲକଡାଉନ କୁ ମାନିବାର ରହିଛି।ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଲକ୍ ଡାଉନ ପରିସ୍ଥିତି ଘୋଷଣା କରିଛନ୍ତି ରାଜ୍ୟ ସରକାର । କେବଳ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଲାଗି ଲୋକମାନେ ବାହାରକୁ ବାହାରିବା ପାଇଁ ସରକାର କଟକଣା ଜାରି କରିଛନ୍ତି । କରୋନା ଭାଇରାସ ଦ୍ୱାରା ଆକ୍ରାନ୍ତ ହେଉଥିବା ରୋଗୀଙ୍କ ପାଇଁ କୌଣସି ଔଷଧ ବାହାରି ନଥିବା କାରଣରୁ ସରକାର ଲକ୍ ଡାଉନ ନିୟମ ଲାଗୁ କରି ସମସ୍ତଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି । କରୋନାକୁ ମୁକାବିଲା କରିବା ନେଇ ସହଯୋଗର ହାତ ବଢାଇଛନ୍ତି ବିଶିଷ୍ଟ ଶିଳ୍ପପତି ତାରା ରଂଜନ ପଟ୍ଟନାୟକ । ସେ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ଫଣ୍ଡକୁ ୧କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସାରା ଦେଶ ଏବଂ ରାଜ୍ୟ ଯେଉଁଭଳି ଭାବେ କରୋନାକୁ ନେଇ ଏକ ଘଡିସନ୍ଧି ମୂହୂର୍ତ୍ତରେ ଗତି କରୁଛି ସେ ନେଇ ଫାଲକନ ଚେୟାରମ୍ୟାନ ଏହାକୁ ମୁକାବିଲା କରିବା ଦିଗରେ ଆର୍ଥିକ ସହାୟତା ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ତାରା । Share on FacebookTweetFollow usSave Post Views: 488
Odisha NATIONAL ଲକଡାଉନ ନିୟମ ନମାନିଲେ ଗୁଳି NTP Bureau Report 25/03/2020 0 ହାଇଦ୍ରାବାଦ(ଏନଟିପି): କରୋନା ଏବେ ବିଶ୍ୱ ମହାମାରୀ।ମହାମାରୀ ସଂକ୍ରମଣ ରୋକିବା ପାଇଁ ମଙ୍ଗଳବାର ମଧ୍ୟ ରାତ୍ରି ଠାରୁ ୨୧ ଦିନ ଯାଏ ସାରା ଦେଶକୁ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାକୁ […]
Odisha Business World Environment Day observed at NTPC Kaniha NTP Bureau Report 05/06/2021 0 Angul(NewsTimePro): The World Environment Day was observed at NTPC Talcher Super Thermal Power Station, Kaniha on 05.06.2021 adhering to the Covid protocols. Environmental Pledges in […]
Odisha ନାବାର୍ଡ ଦ୍ୱାରା ସମ୍ଭାବ୍ୟ ଋଣ ସଂଯୋଜକ ପରିପତ୍ର(PLP)କୁ ଉନ୍ମୋଚନ କଲେ ଜିଲ୍ଲାପାଳ…. NTP Bureau Report 04/01/2019 0 ଏନଟିପି (ଅନୁଗୁଳ)ଅନୁଗୁଳ ଜିଲ୍ଲାରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ନାବାର୍ଡ ଦ୍ଵାରା ସମ୍ଭାବ୍ୟ ଋଣ ସଂଯୋଜକ ପରିପତ୍ର କୁ ଆଜି ଜିଲାପାଳ ତାଙ୍କ କାର୍ଯ୍ୟାଳୟ ରେ ଜିଲ୍ଲାପାଳ ଅନିଲ କୁମାର ସାମଲ ତାଙ୍କ ପ୍ରକୋଷ୍ଠରେ […]