କରୋନା ପାଇଁ ଚିକେନ୍ ଶସ୍ତା,୨୦ ଟଙ୍କାରେ କେଜିଏ Posted on 10/03/202010/03/2020 by NTP Bureau Report ଅନୁଗୋଳ(ଏନଟିପି): କରୋନା ଭୟରେ ଚିକେନ ଶସ୍ତା । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ଅନୁଗୋଳ ଓ ଏହାର ଆଖପାଖ ଅଂଚଳରେ । ଏହି ଅଂଚଳରେ ଚିକେନ ଦର କିଲୋପ୍ରତି ୨୦ ଟଙ୍କାକୁ ଖସିଯାଇଛି । ଅନୁଗୋଳ ସହରରେ ଚିକେନ କିଲୋ ପିଛା ୪୦ ଟଙ୍କା ରହିଥିବା ବେଳେ ଗାଁ ଗହଳିରେ ରେ ଏହି ଡ଼ଃର କିଲୋ ପ୍ରତି ୨୦ ଟଙ୍କା ରହିଛି।ବ୍ୟବସାୟୀ ଓ କୁକୁଡାଚାଷୀ ଚିନ୍ତାରେ ପଡିଛନ୍ତି । ବ୍ୟବସାୟୀଙ୍କୁ ଲକ୍ଷାଧିକ ଟଙ୍କାର କ୍ଷତି ସହିବାକୁ ପଡିଛି । ଚିକେନ କିଲୋ ପ୍ରତି ୨୦ ଟଙ୍କା । ହଁ ଆଜ୍ଞା କଥାଟା ବିଶ୍ୱାସ ନହେଲେବି ସତ । କ ରୋ ନା ଭାଇରସ ଉଜାଡ଼ି ଦେଇଛି କୁକୁଡ଼ା ଚାଷୀଙ୍କ ମେରୁଦଣ୍ଡ । କୁକୁଡା କେଜିକୁ ୨୦ଟଙ୍କାରେ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ।କିଛି ଗ୍ରାହକ ମଧ୍ୟ ଭୟରେ ଚିକେନ ଖାଉନଥିବାବେଳେ କିଛି କିଣୁଛନ୍ତି।ଯାହାଫଳରେ ବ୍ୟବସାୟ କରିବା କଷ୍ଟ ହଉଛି ବୋଲି କହିଛନ୍ତି ବ୍ୟବସାୟୀ।ଅନୁଗୁଳରେ ଚିକେନ କିଲୋ ୨୦ ଟଙ୍କା । ଅନୁଗୁଳ ଓ ଏହାର ଆଖପାଖ ଅଞ୍ଚଳରେ ଚିକେନ କିଲୋପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି । ଏପରି କୁକୁଡା ବିକ୍ରି ପାଇଁ ଢୋଲ ଡେଙ୍ଗୁରା ବାଡେଇ କୁକୁଡା କିଣିବା ପାଇଁ ଡକାଯାଉଛି । କରୋନା ଭୟ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି । ୨୦ ଟଙ୍କାରେ ଚିକେନ୍ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । Share on FacebookTweetFollow usSave Post Views: 177
Odisha Business Laying the foundation stone By MCL CMD For Fast Mile Connectivity Project NTP Bureau Report 21/07/2021 0 Angul(NewsTimePro): MCL CMD Prabhat Kumar Sinha, chairman of MCL (Mahanadi Coal Fields Limited), visited Talcher Coal Fields on Sunday and visited various coal mines and […]
Odisha ଫୋନି ପାଇଁ ଜାରି ହେଲା କଣ୍ଟ୍ରୋଲ ରୁମ ନମ୍ବର NTP Bureau Report 02/05/2019 0 ‘ଫୋନି’ ପାଇଁ ଜାରି ହେଲା କଣ୍ଟ୍ରୋଲ ରୁମ ନମ୍ବର ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି କରାଯାଇଛି। ପୁରୀ ପାଇଁ ୦୬୭୫୨-୨୨୫୯୨୨, ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦/ ୨୩୦୧୫୨୫/ […]
Odisha ବୋଇତ ବନ୍ଦାଣ ଉତ୍ସବ ସହ ସଂସ୍କୃତି ଓ ପରମ୍ପରା ଜଡିତ NTP Bureau Report 12/11/2019 0 ଭୁବନେଶ୍ୱର(ଏନଟିପି ):(ସ୍ମୃତିଲିପି ସାହୁଙ୍କ ରିପୋର୍ଟ) ବୋଇତ ବନ୍ଦାଣ ଉତ୍ସବ ଆସିଲେ ମନେ ପଡେ ନୌବାଣିଜ୍ୟ କଥା।ମନେ ପଡେ ଆମ ସଭ୍ୟତାକୁ ବଜାୟ ରଖିଥିବା ସେହି ସାଧବ ପୁଅଙ୍କ କଥା ଓ ଗାଥା। ମଣିଷ ଶରୀର […]