ଫୋନି ପାଇଁ ଜାରି ହେଲା କଣ୍ଟ୍ରୋଲ ରୁମ ନମ୍ବର

‘ଫୋନି’ ପାଇଁ ଜାରି ହେଲା କଣ୍ଟ୍ରୋଲ ରୁମ ନମ୍ବର

ବାତ୍ୟା ଫୋନିକୁ ଦୃଷ୍ଟିରେ ରଖି ଇଷ୍ଟକୋଷ୍ଟ ପକ୍ଷରୁ କଣ୍ଟ୍ରୋଲ ରୁମ ନମ୍ବର ଜାରି କରାଯାଇଛି।
ପୁରୀ ପାଇଁ ୦୬୭୫୨-୨୨୫୯୨୨, ଭୁବନେଶ୍ୱର ପାଇଁ ୦୬୭୪-୨୩୦୩୦୬୦/ ୨୩୦୧୫୨୫/ ୨୩୦୧୬୨୫, ଖୋର୍ଦ୍ଧା ରୋଡ ପାଇଁ ୦୬୭୪-୨୪୯୦୦୧୦/ ୨୪୯୨୫୧୧/ ୨୪୯୨୬୧୧, କଟକ ପାଇଁ ୦୬୭୧-୨୨୦୧୮୬୫, ବ୍ରହ୍ମପୁର ପାଇଁ ୦୬୮୦-୨୨୨୯୬୩୨, ଭଦ୍ରକ ପାଇଁ ୦୬୭୮୧-୨୩୦୮୨୭ ଓ ସମ୍ବଲପୁର ପାଇଁ ୦୬୬୩-୨୫୩୨୨୩୦/୨୫୩୩୦୩୭/ ୨୫୩୨୩୦୨, ଅନୁଗୁଳ ପାଇଁ ୦୬୭୪-୨୩୦୯୮୦, ବାଲେଶ୍ୱର ପାଇଁ ୦୬୭୮୨-୨୬୨୨୮୬/ ୨୬୨୬୪୭, ବରଗଡ ପାଇଁ ୦୬୬୪୬-୨୩୨୧୧୨, ବଲାଙ୍ଗୀର ପାଇଁ ୦୬୬୫୨-୨୩୨୪୫୨/ ୨୩୦୯୬୯, ବୌଦ୍ଧ ପାଇଁ ୦୬୮୪୧-୨୨୨୦୨୩, ଦେଓଗଡ ପାଇଁ ୦୬୬୪୧-୨୨୬୮୪୩, ଢେଙ୍କାନାଳ ପାଇଁ ୦୬୭୬୨-୨୨୬୫୦୭/ ୨୨୧୩୭୬, ଗଜପତି ପାଇଁ ୦୬୮୧୫-୨୨୨୯୪୩, ଗଞ୍ଜାମ ପାଇଁ ୦୬୮୧୧-୨୬୩୯୭୮, ଜଗତସିଂହପୁର ପାଇଁ ୦୬୭୨୪-୨୨୦୩୬୮, ଯାଜପୁର ପାଇଁ ୦୬୭୨୮-୨୨୨୬୪୮, ଝାରସୁଗୁଡା ପାଇଁ ୦୬୬୪୫-୨୭୨୯୦୨/ ୨୭୧୬୯୨, କଳାହାଣ୍ଡି ପାଇଁ ୦୬୬୭୦-୨୩୦୪୫୫, କନ୍ଧମାଳ ପାଇଁ ୦୬୮୪୨-୨୫୩୬୫୦/ ୨୫୫୬୦୨, କେନ୍ଦ୍ରାପଡା ପାଇଁ ୦୬୭୨୭-୨୩୨୮୦୩, କେନ୍ଦୁଝର ପାଇଁ ୦୬୭୬୬-୨୫୫୪୩୭, ଖୋର୍ଦ୍ଧା ପାଇଁ ୦୬୭୫୫-୨୨୦୦୦୨, କୋରାପୁଟ ପାଇଁ ୦୬୮୫୨-୨୫୧୩୮୧, ମାଲକାନଗିରି ପାଇଁ ୦୬୮୬୧-୨୩୦୪୪୨/ ୦୬୮୬୧-୨୩୧୩୭୨, ମୟୁରଭଞ୍ଜ ପାଇଁ ୦୬୭୯୨-୨୫୨୭୫୯, ନବରଂଗପୁର ପାଇଁ ୦୬୮୫୮-୨୨୨୪୩୪, ନୟାଗଡ ପାଇଁ ୦୬୭୫୩-୨୫୨୯୭୮, ନୂଆପଡା ପାଇଁ ୦୬୬୭୮-୨୨୫୩୫୭, ରାୟଗଡା ପାଇଁ ୦୬୮୫୬-୨୨୪୦୬୨, ସୁବର୍ଣ୍ଣପୁର ପାଇଁ ୦୬୬୫୪-୨୨୦୩୬୨ ଓ ସୁନ୍ଦରଗଡ ପାଇଁ ୦୬୬୨୨-୨୭୨୨୩୩ ନମ୍ବର ଜାରି କରାଯାଇଛି ।

Follow by Email
WhatsApp