ଲୋକପ୍ରିୟତାରେ ସବୁଠୁ ଆଗରେ ତାଳଚେର ବିଧାୟକ ବ୍ରଜ Posted on 01/03/202001/03/2020 by NTP Bureau Report ତାଳଚେର(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେର ଏକ ଖଣି ବହୁଳ ଅଂଚଳ।ଖଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରଜା।ଏଠି ପ୍ରଜାଙ୍କର ରହିଛି ଅନେକ ସମସ୍ୟା।ପ୍ରଜାଙ୍କର ସମସ୍ୟା ସମାଧାନ ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ତାଳଚେରର ଲୋକପ୍ରିୟ ବିଧାୟକ ବ୍ରଜକିଶୋର ପ୍ରଧାନ।ଲୋକଙ୍କ ସମସ୍ୟା ନେଇ RPDAC ବୈଠକ ମାଧ୍ୟମରେ ଆଲୋଚନା ହେଉ ଅବା ରାଜ୍ୟ କାର୍ଯ୍ୟାଳୟରେ ବୈଠକ କରାଯାଇ ସମାଧାନ କରିଥିବା ନଜିର ରହିଛି।ଲୋକଙ୍କ ସମସ୍ୟା ସମାଧାନ ମୋର ପ୍ରଥମ ପ୍ରାଥମିକତା ବୋଲି କହିଛନ୍ତି ବିଧାୟକ।ତାଳଚେର ନନ୍ଦିରା କ୍ୟାମ୍ପରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରତେକ ଦିନ ସକାଳେ ଅଭିଯୋଗ ଶୁଣାଣି କରିବା ସହ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥାନ୍ତି।ବିଭିନ୍ନ ସମୟରେ ତାଳଚେର ନିର୍ବାଚନମଣ୍ଡଳୀରେ ବିଭିନ୍ନ ଅଂଚଳର ସମସ୍ୟା ସମାଧାନ ପାଇଁ ଗାଁ କୁ ଗାଁ ବୁଲି ଲୋକଙ୍କ ସୁଖ ଦୁଃଖ ରେ ସାମିଲ ହୋଇଥାନ୍ତି ବ୍ରଜ।ଅନୁଗୋଳ ଜିଲ୍ଲାରେ ବ୍ରଜଙ୍କ ଲୋକପ୍ରିୟତା ଆଗରେ ଫିକା ପଡିଛି ଅନ୍ୟ ନେତାଙ୍କ ଲୋକପ୍ରିୟତା।ବ୍ରଜଙ୍କ ଲୋକପ୍ରିୟତା ଯୋଗୁଁ ବିରୋଧୀ ଚିତ ପଟ୍ଟାଙ୍ଗ ମନେ ହୁଏ। Share on FacebookTweetFollow usSave Post Views: 610
Odisha ନିଖୋଜ ବିଧବା ମହିଳା ନିର୍ମଳାଙ୍କ ସନ୍ଧାନ ମିଳିଲା : ୭୨ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ହାଡ କଙ୍କାଳ NTP Bureau Report 23/04/2020 0 କନ୍ଧମାଳ(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଂଚାୟତ ଅନ୍ତର୍ଗତ ଗୋବରକୁଟୀ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ପଦାକୁ ଆସିଛି । ଗୋବରକୁଟୀ ଗ୍ରାମ ନିକଟ ଏକ […]
Odisha ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି NTP Bureau Report 07/03/2020 0 ଅନୁଗୋଳ(ଏନଟିପି): ଆସନ୍ତା ରାଜ୍ୟସଭା ନୀର୍ବାଚନ ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, […]
Odisha କଟକ ପାଲଟିଛି କ୍ରାଇମ କ୍ୟାପିଟାଲ, ୨ ଦିନରେ ୩ ଟି ହତ୍ୟାକାଣ୍ଡ NTP Bureau Report 24/07/2019 0 କଟକ(ଏନଟିପି): କ୍ରାଇମ କ୍ୟାପିଟାଲ ପାଲଟିଛି କଟକ।୨୪ଘଣ୍ଟା ମଧ୍ୟରେ କଟକରେ ତିନିିଟି ହତ୍ୟାକାଣ୍ଡ। ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଆଜି ଆଉ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ରାଣୀହାଟ ମେଡିକାଲ ରାସ୍ତାରୁ ରକ୍ତ […]