ତାଳଚେର(ଏନଟିପି): ଅନୁଗୋଳ ଜିଲ୍ଲା ତାଳଚେର ଏକ ଖଣି ବହୁଳ ଅଂଚଳ।ଖଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି ପ୍ରଜା।ଏଠି ପ୍ରଜାଙ୍କର ରହିଛି ଅନେକ ସମସ୍ୟା।ପ୍ରଜାଙ୍କର ସମସ୍ୟା ସମାଧାନ ଦିଗରେ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି ତାଳଚେରର ଲୋକପ୍ରିୟ […]