ମାଘ ପର୍ବରେ ଯୋଗଦେଲେ ବିଧାୟକ Posted on 02/03/202002/03/2020 by NTP Bureau Report ଅନୁଗୋଳ(ଏନ ଟି ପି): ଅନୁଗୋଳ ଜିଲ୍ଲା ପାଳଲହଡା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଝାରବେଡା ଗ୍ରାମ ପଞ୍ଚାୟତ ର କଦଳୀବାରି ଠାରେ ମାଘ ପର୍ବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ବିଧାୟକ ଶ୍ରୀ ମୁକେଶ କୁମାର ପାଳ ।ବିଧାୟକ ଶ୍ରୀ ପାଳ ଯୋଗ ଦେଇ ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। Share on FacebookTweetFollow usSave Post Views: 392
Odisha Nigerian National arrested by CID CB, Odisha from New Delhi for cyberfraud Smrutilipi 15/12/2022 0 BHUBANESWAR(NEWSTIMEPRO): A Nigerian national, Patrick Chizorom Orajaka (35 yrs), S/oPatrick Chidi Orajaka, AtUmuchu, Osogbo, (Nigeria Passport No:A10147257) and currently staying at Apartment of Rahul Sharma, […]
Odisha ଧର୍ମେନ୍ଦ୍ରଙ୍କୁ ସାବାସି ଦେଲେ କଂସ ମହାରାଜା… NTP Bureau Report 16/01/2019 0 ଏନଟିପି : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରଗଡ ଜିଲ୍ଲାରେ ନଡାରୁ ପେଟ୍ରୋଲ ଉତ୍ପାଦନ ପାଇଁ ପ୍ରକଳ୍ପ ବସାଇ ଥିବାରୁ ସାବାସୀ ଦେଇଛନ୍ତି କଂସ ମହାରାଜ । ବରଗଡର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାରେ କଂସ ମହାରାଜଙ୍କ ରାଜ […]
Odisha ଅନୁଗୋଳ ଜିଲ୍ଲାପାଳଙ୍କ ନିର୍ଦେଶନାମାକୁ ଫୁ କଲେ ମଲ ମାଲିକ NTP Bureau Report 20/03/2020 0 ଅନୁଗୋଳ(ଏନ ଟି ପି): କରୋନା ଭଳି ମହାମାରୀରୁ ରକ୍ଷା ପାଇଁ ସରକାର ଗୋଟିଏ ପରେ ଗୋଟିଏ ନିଷ୍ପତି ନେଉଛନ୍ତି।ବିଭିନ୍ନ ଜାଗାରେ ୧୪୪ ଧାରା ଜାରି କରାଯାଇଛି।ଅନୁଗୋଳ ରେ ୧୪୪ ଧାରା ଜାରି କରାଯାଇଛି।ଭିଡ଼ କମାଇବା […]