ଅନୁଗୋଳ RPF ଯବାନଙ୍କ ଗୁଣ୍ଡାଗିରି Posted on 22/02/202022/02/2020 by NTP Bureau Report ଅନୁଗୋଳ(ଏନଟିପି): ଗୁଣ୍ଡା ସାଜିଲେ RPF ଯବାନ।ସାମ୍ନାକୁ ଆସିଛି ଅନୁଗୋଳ RPF ଯବାନଙ୍କ ଦବଙ୍ଗ ଗିରି ।ଛାତ୍ରଙ୍କୁ ନିର୍ଧୁମ ପିଟିଲେ RPF ଯବାନ।ଏଭଳି ଘଟଣା ଘଟିଛି ଅନୁଗୋଳ ଷ୍ଟେସନ ନିକଟରେ ।କୌଣସି କାରଣ ନଥାଇ କାହିଁକି ନିର୍ଧୁମ ପିଟିଲେ RPF ଯବାନ।ଆଇନ ର ରକ୍ଷକ ହୋଇ ଭକ୍ଷକ ସାଜିଲେ RPF ଯବାନ।ଗୋଟିଏ ପଟେ RPF ଯବାନ ଭୁବନେଶ୍ୱର ଷ୍ଟେସନ ନିକଟରେ ଜଣେ ମହିଳାଙ୍କୁ ଗତ କିଛିଦିନ ତଳେ ମୃତ୍ୟୁ ମୁଖରୁ ଦେବଦୂତ ସାଜି ବଞ୍ଚାଇ ଚର୍ଚ୍ଚା ରେ ଥିବା ବେଳେ ଆଜି ଅନୁଗୋଳ ର ଜଣେ ଯବାନ କିଛି ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ଘଟଣା ଚର୍ଚ୍ଚା ର ବିଷୟ ପାଲଟିଛି।କାହିଁକି ମାଡ଼ ମାରିଲେ RPF ଯବାନ,ତାକୁ ନେଇ ଉଠିଛି ପ୍ରଶ୍ନ ।ଏ ଦିଗରେ RPF ଉପରିସ୍ଥ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।କେଉଁ ଆଧାରରେ କାହା ବଳରେ ବଳିୟାନ RPF ଯବାନ ।RPF ଯବାନଙ୍କ ଗୁଣ୍ଡା ଭଳି ଆଚରଣ କାହିଁକି।ନିଜ ନିଜ ଦାୟିତ୍ୱଠୁ ଦୂରରେ ରହି ଆଇନ କୁ ହାତକୁ କାହିଁକି ନେଉଛନ୍ତି RPF ଯବାନ । ସମ୍ପୃକ୍ତ RPF ଯବାନଙ୍କ ଉପରେ କେବେ ଆଉ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତାକୁ ହିଁ ଅପେକ୍ଷା।କାହା ପ୍ରରୋଚନାରେ ଏତେ ବଳିୟାନ ହେଉଛନ୍ତି RPF ଯବାନ।ସାଧା ପୋଷାକରେ ସେମାନେ RPF ଯବାନ ନା ଆଉ କିଏ? RPF ଯବାନ କହୁଥିବା ବ୍ୟକ୍ତି ସବୁ ସାଧା ପୋଷାକରେ ଗୁଣ୍ଡା ଭଳି ଆଚରଣ କରିବା କେତେ ଶୋଭନୀୟ। ଦେଖନ୍ତୁ ଏ ଭିଡ଼ିଓ କେମିତି RPF ଯବାନ ଜଣଙ୍କ ମାଡ଼ ମାରୁଛନ୍ତି Share on FacebookTweetFollow usSave Post Views: 422
Odisha କାହିଁକି ଆନ୍ଦୋଳନକୁ ସ୍ଥଗିତ ରଖିଲା ତାଳଚେର ସୁରକ୍ଷା ମଞ୍ଚ ? NTP Bureau Report 14/01/2019 0 ଏନଟିପି(ଅନୁଗୋଳ) ଅନୁଗୁଳ ଜିଲ୍ଲା ତାଳଚେର ସୁରକ୍ଷା ମଞ୍ଚ ଦ୍ୱାରା ୧୬ ଦଫା ଦାବି ନେଇ ୪ ଦିନ ଧରି ଖଣିବନ୍ଦ ଆନ୍ଦୋଳନ ଚାଲିଥିଲା।ପ୍ରଶାଶନ ସହ ବୈଠକ ପରେ ଆନ୍ଦୋଳନକୁ ସ୍ଥଗିତ ରଖିଲା ମଞ୍ଚ।ଏନେଇ ଆଜି […]
Odisha ବାଲଜ୍ୟୋତି କାର୍ଯ୍ୟକ୍ରମରେ ୩୦୦୦ପିଲାଙ୍କୁ ମିଳିବ ଚଷମା…….. NTP Bureau Report 04/01/2019 0 ଏନଟିପି(ଅନୁଗୁଳ): ଅନୁଗୁଳ ଜିଲ୍ଲା ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେଉଥିବା ବାଲ ଜ୍ୟୋତି କାର୍ଯ୍ୟକ୍ରମ ରେ ସ୍ବଳ୍ପ ଦୃଷ୍ଟି ସମ୍ପନ୍ନ ଛାତ୍ର ଛାତ୍ରୀ ମାନଙ୍କର ଚକ୍ଷୁ ପରୀକ୍ଷା କରାଯାଇ ଚଷମା, […]
Odisha ପିଠା କାର୍ଯ୍ୟକ୍ରମରେ ଜିଲ୍ଲାପାଳ NTP Bureau Report 15/01/2019 0 ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାମଲ ଆଜି ଜିଲା କଳାକେନ୍ଦ୍ର ପରିସରରେ ଅନୁଗୁଳ ପୌରପାଳିକା ର ପିଠା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମ […]