ମାଲ୍ୟଗିରି ମହାବିଦ୍ୟାଳୟ ଠାରେ ପୁରସ୍କାର ବିତରଣ ଓ ପ୍ରତିଭା ଅନୁସନ୍ଧାନ Posted on 20/02/202020/02/2020 by NTP Bureau Report ଅନୁଗୋଳ(ଏନଟିପି): ଅନଗୁଳ ଜିଲ୍ଲା ପାଳଲହଡା ମାଲ୍ୟଗିରି ମହାବିଦ୍ୟାଳୟ ଠାରେ ପୁରସ୍କାର ବିତରଣ ଓ ପ୍ରତିଭା ଅନୁସନ୍ଧାନ ୨୦୨୦ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ସମ୍ମାନିତ ଅତିଥି ପାଳଲହଡା ଉପ ଜିଲ୍ଲାପାଳ, ମାଲ୍ୟଗିରି ମହାବିଦ୍ୟାଳୟର ପ୍ରିନସିପାଲ ଡ. ଅନିଲ କୁମାର ମିଶ୍ର,ମୁଖ୍ୟ ବକ୍ତା ଭାବେ ଖମାର ଗୋପବନ୍ଧୁ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅକ୍ଷୟ ପଣ୍ଡା ଭାବେ ଯୋଗ ଦେଇଥିଲେ।ଏହି ଉତ୍ସବରେ ମାଲ୍ୟଗିରି ମହାବିଦ୍ୟାଳୟର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା I Share on FacebookTweetFollow usSave Post Views: 403
Odisha ବଜେଟରୁ ଓଡିଶା ଭଳି ରାଜ୍ୟ ସବୁଠୁ ବେଶୀ ଲାଭ ପାଇବ: ଧର୍ମେନ୍ଦ୍ର ପ୍ରଧାନ NTP Bureau Report 02/02/2020 0 ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ ଟି ପି): ସଂସଦରେ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଗତ ହୋଇଥିବା ଚଳିତବର୍ଷର ସାଧାରଣ ବଜେଟ୍ ଦ୍ୱାରା ଭାରତବର୍ଷର କୃଷକ, ମହିଳା, ଯୁବକ, ଜନଜାତି, ଦଳିତ ଓ ପଛୁଆ ବର୍ଗର ଲୋକମାନେ […]
Odisha ଭାରସାମ୍ୟ ହରାଇ ଗଛକୁ ପିଟିଲା ମିନି କଣ୍ଟେନର : ଡ୍ରାଇଭର ଗୁରୁତର NTP Bureau Report 06/05/2020 0 କନ୍ଧମାଳ, ୬/୬.(ଏନଟିପି)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର କୁର୍ତ୍ତମଗଡ଼ ପନ୍ଦରମାଇଲ୍ ନିକଟରେ ମିନି କଣ୍ଟେନର ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ବ୍ରହ୍ମପୁର ରୁ ତୁମୁଡ଼ିବନ୍ଧ ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ […]
Odisha ଓଡିଶା ଆସୁଛି କୋଲକାତା କଏନ ;କଏନ କାରବାର ପଛର ମୁଖ୍ୟ ରାକେଟ କିଏ ? NTP Bureau Report 15/01/2019 0 ଓଡି଼ଶା ଆସୁଛି କୋଲକାତା କଏନ୍ । ୨୦ ଟି ବସ୍ତାରୁ ଲକ୍ଷାଧିକ ଟଙ୍କା ଜବତ । ପ୍ରଶ୍ନ ଉଠୁଛି, କଏନ୍ କାରବାର ପଛରେ କାମ କରୁଛି କି ର୍ୟାକେଟ୍? ଓଡିଶା ମାର୍କେଟରେ କୋଲକାତା କଏନ୍ […]