ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାମଲ ଆଜି ଜିଲା କଳାକେନ୍ଦ୍ର ପରିସରରେ ଅନୁଗୁଳ ପୌରପାଳିକା ର ପିଠା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମ ପୌରପାଳିକା ରେ ଚଳିତ ମାସ ଠାରୁ ପ୍ରତ୍ୟେକ ମାସର ୧୫ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିବା ସହ ସହାୟତା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି।ଜିଲ୍ଲାପାଳଙ୍କ ସହ ଏହି କାର୍ଯ୍ୟକ୍ରମରେ PD,DRDA ,ଅତୁଲ୍ୟ ଚମ୍ପତିରାୟ ମଧ୍ୟ ଉପସ୍ଥିତ ଥିଲେ
Related Posts
ଉତ୍କଳ -ଡି କୋଲ ବ୍ଲକ ପରିଦର୍ଶନ କଲେ ଜିଲାପାଳ
ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପ ବଜାୟ ରଖିବାକୁ ନିର୍ଦ୍ଦେଶ
- Smrutilipi
- 21/12/2022
- 0
ଅନୁଗୋଳ,୨୦।୧୨: ଅନୁଗୋଳ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ମଙ୍ଗଳବାର ଛେଣ୍ଡିପଦା ଗ୍ରସ୍ତ ସମୟରେ ଉତ୍କଳ-ଡି କୋଲ ବ୍ଲକ ପରିଦର୍ଶନ କରିଥିଲେ। ଉପ-ଜିଲାପାଳ ଅନୁଗୋଳ ବୈତୁରା ଦୀପଙ୍କ ଉପସ୍ଥିତିରେ ଉତ୍କଳ ଡି କୋଇଲା ବ୍ଲକର ବିଭିନ୍ନ […]
ବିଲମାଳରୁ ଦରପୋଡା ଅବସ୍ଥାରେ ମୃତଦେହ ଉଦ୍ଧାର….
- NTP Bureau Report
- 21/01/2019
- 0
ଛେଣ୍ଡିପଦା (ଏନଟିପି) (ବୁଦ୍ଧଦେବ ବେହେରାଙ୍କ ରିପୋର୍ଟ) ଦରପୋଡା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର।ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ମାଛକୁଟା ଗ୍ରାମ ଶିବ ମନ୍ଦିର ପଛପଟେ ଥିବା ଡିଗିନାଳି ବିଲମାଳ ମଝିରେ ଦରପୋଡା ଅବସ୍ଥାରେ ମୃତଦେହ […]
Asha The Hope In JSPL
- NTP Bureau Report
- 07/12/2019
- 0
Angul(News Time Pro) : With an objective to address the need of the Divyang, the specially abled children, JSPL Foundation has launched one of its […]