ପିଠା କାର୍ଯ୍ୟକ୍ରମରେ ଜିଲ୍ଲାପାଳ

ଅନୁଗୁଳ ଜିଲ୍ଲାପାଳ ଅନିଲ କୁମାର ସାମଲ ଆଜି ଜିଲା କଳାକେନ୍ଦ୍ର ପରିସରରେ ଅନୁଗୁଳ ପୌରପାଳିକା ର ପିଠା କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବା ସହ ଯୋଜନା ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ।ଏହି କାର୍ଯ୍ୟକ୍ରମ ପୌରପାଳିକା ରେ ଚଳିତ ମାସ ଠାରୁ ପ୍ରତ୍ୟେକ ମାସର ୧୫ ତାରିଖ ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଲୋକମାନଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରିବା ସହ ସହାୟତା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି।ଜିଲ୍ଲାପାଳଙ୍କ ସହ ଏହି କାର୍ଯ୍ୟକ୍ରମରେ PD,DRDA ,ଅତୁଲ୍ୟ ଚମ୍ପତିରାୟ ମଧ୍ୟ ଉପସ୍ଥିତ ଥିଲେ

Follow by Email
WhatsApp