ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା Posted on 19/02/202019/02/2020 by NTP Bureau Report ଭୁବନେଶ୍ୱର(ଏନଟିପି): ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା । ୨ହଜାର ୮୮୮ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ୫ ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ।ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ସୁପରିଚାଳନା ପାଇଁ ତ୍ରିସ୍ତରୀୟ ସ୍କ୍ଵାଡ୍ ବ୍ୟବସ୍ଥା ହୋଇଛି ।୧ ହଜାରଟି କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା । ୩୦୭ଟି ନୋଡାଲ୍ ସେଣ୍ଟର କରାଯାଇଛି । ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ସାଢ଼େ ୧୨ଟା ପର୍ଯ୍ୟନ୍ତ ଚାଲିବ । Share on FacebookTweetFollow usSave Post Views: 397
Odisha ପିଠା କାର୍ଯ୍ୟକ୍ରମକୁ କାହିଁକି ବିରୋଧ କଲେ ମହିଳା ସଂଘ,ପଢନ୍ତୁ ପୁରା ରିପୋର୍ଟ NTP Bureau Report 16/01/2019 0 ଛେଣ୍ଡିପଦା(ଏନଟିପି)–(ବୁଦ୍ଧଦେବ ବେହେରାଙ୍କ ରିପୋର୍ଟ)- ବାଗେଡ଼ିଆ ଆଠ ନମ୍ବର ୱାର୍ଡ ରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉନଥିବା ଅଭିଯୋଗ ,ପ୍ରତିବାଦରେ ପୀଠା କାର୍ଯ୍ୟକ୍ରମକୁ ବିରୋଧ କଲେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା । ଅନୁଗୋଳ […]
Business Odisha Best Matriculates Felicitated By NALCO CMD Smrutilipi 21/08/2022 0 Angul , 21.08.2022 : (NEWS TIME PRO) National Aluminium Company Limited ( NALCO ) , a Navratna PSU under Ministry of Mines , Government of […]
Odisha ଆଜିଠୁ ଲାଗୁ ହେଲା ନୂଆ ଟ୍ରାଫିକ ନିୟମ ,ନିୟମ ଭାଙ୍ଗିଲେ ଗଣିବେ ତଣ୍ଡ NTP Bureau Report 01/03/2020 0 ଭୁବନେଶ୍ୱର(ଏନଟିପି): ସଂଶୋଧିତ ମୋଟର ଯାନ ଆଇନ ଲାଗୁ ହେବାପରେ ରାଜ୍ୟସରକାର ୬ ମାସ ଆଇନ କୁ କୋହଳ କରିଥିଲେ।ଆଜିଠୁ ରାଜ୍ୟରେ କଡ଼ାକଡ଼ି ହେଉଛି ନୂଆ ଟ୍ରାଫିକ ନିୟମ । ନୂଆ ମୋଟର ଯାନ ଆଇନ […]