ବିଜେଡି ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ ଏହି ପର୍ଯ୍ୟାୟରେ କିଏ ପାଇଛନ୍ତି

ଧୀରେ ଧୀରେ ସସପେନ୍ସ ରଖି ବିଜେଡି ଘୋଷଣା କରିଛି ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା।ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ୧୮ଟି ଆସନ ପାଇଁ ନାମ ଘୋଷଣା କରାଯାଇଛି। ଆସନ୍ତୁ ନଜର ପକାଇବା ଏହି ପର୍ଯ୍ୟାୟରେ କିଏ ପାଇଛନ୍ତି ଟିକେଟ।

ପୁରୀ- ମହେଶ୍ବର ମହାନ୍ତି

ବଲେଶ୍ବର – ଜୀବନ ପ୍ରଦୀପ ଦାସ

ପାରାଦୀପ – ସମ୍ବିତ ରାଉତରାୟ

ତିର୍ତ୍ତୋଲ – ବିଷ୍ଣୁ ଦାସ

ଜଟଣୀ – ବିଭୂତି ବଳବନ୍ତରାୟ

କଟକ ବାରବାଟୀ – ଦେବାଶିଷ ସାମନ୍ତରାୟ

କଟକ-ସଦର – ଚନ୍ଦ୍ରସାରଥୀ ବେହେରା

ଭଦ୍ରକ – ସଞ୍ଜୀବ ମଲ୍ଲିକ

ବଡଚଣା – ଅମର ଶତପଥୀ

ବାଙ୍ଗିରପୋଶୀ – ସୁଦାମ ମାରାଣ୍ଡି

ରାଜନଗର – ଧ୍ରୁବ ସାହୁ

ରେଙ୍ଗାଲୀ – ରୀନା ତନ୍ତି

ଯଶିପୁର – ଗୋଲକ ବିହାରୀ ନାୟକ

ସାରସକଣା – ଅମର ସିଂହ ଟୁଡୁ

ଜଳେଶ୍ବର – ଅଶ୍ବିନୀ ପାତ୍ର

ଉଦଳା – ଶ୍ରୀନାଥ ସୋରେନ

ବଡସାହି – ବ୍ରୁନ୍ଦାବନ ଦାସ

ସୋର – ପର୍ଶୁରାମ ଧଡା

Follow by Email
WhatsApp