ପୋଲିସ ପଞ୍ଝାରେ ପଡିଲେ ଡକାୟତି ଦଳ Posted on 12/01/202012/01/2020 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୋଳ ପୋଲିସ ପଞ୍ଝାରେ ପଡିଲେ ଡକାୟତି ଦଳ।ଗତ ୧୦ ତାରିଖ ରେ ତଳମୂଳ ଗ୍ରାମର ଚିତ୍ତରଞ୍ଜନ ଧଳବିଶୋଇ ମଇଧରପୁର ରୁ ତାଙ୍କ ଘରକୁ ଫେରିବା ସମୟରେ ତଳମୂଳ କଲେଜ ନିକଟରେ ପାଞ୍ଚଜଣ ଏକ ମାରୁତି ସ୍ୱିଫ୍ଟ ରେ ଆସି ତାଙ୍କୁ ଅଟକାଇଥିଲେ ଓ ଡ଼ରାଇ ତାଙ୍କଠାରୁ ପ୍ରାୟ ପାଞ୍ଚହଜାର ଟଙ୍କା ଥିବା ମନୀପର୍ସ, ଗୋଟେ ସୁନା ମୁଦି ଏବଂ ମୋବାଇଲ ଫୋନ ଡକାୟତି କରି ନେଇଥିଲେ।ଵଅଁରପାଳ ପୋଲିସ ଡକାୟତିର ଶିକାର ବ୍ୟକ୍ତିଙ୍କ ଏତଲା ଭିତିରେ ଅନୁସନ୍ଧାନ କରି ସମସ୍ତ ପାଞ୍ଚଜଣ ଅଭିଯୁକଙ୍କୁ ଗିରଫ କରିଛି ଏବଂ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯିବ।ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ୪ଜଣ ପଶ୍ଚିମବଙ୍ଗ ର ବର୍ଦ୍ଧମାନ ଜିଲ୍ଲାର ହୋଇଥିବା ବେଳେ ଜଣେ ଝାଡଖଣ୍ଡ ରାଜ୍ୟ ସାହେବଗଞ୍ଜ ଜିଲ୍ଲାର।ସେମାନଙ୍କ ଠାରୁ ଡକାୟତିରେ ବ୍ୟବହୃତ ମାରୁତି ସ୍ୱିଫ୍ଟ କାର, ଆଠଟି ମୋବାଇଲ ଫୋନ, ଗୋଟେ ଛୁରୀ,୩୫୦୦ ଟଙ୍କା ସହିତ ମନୀପର୍ସ ଓ ସୁନା ମୁଦି ଜବତ କରିଛି ପୋଲିସ। Share on FacebookTweetFollow usSave Post Views: 406
Odisha KIMS Doctor Develops Easy-to-Use ‘Sanjivani’ Gadget To Save Cardiac Arrest Victims NTP Bureau Report 06/08/2022 0 The device is easy to operate by anyone & provides instructions in the local language The Department of Biotechnology has sanctioned the highest flagship grant […]
Odisha ହୋଲି ପାଇଁ ଦହିହାଣ୍ଡି ଭଙ୍ଗା NTP Bureau Report 23/03/2019 0 ବାଲେଶ୍ୱର ଏନଟିପି(ସୁନୀଲ ପ୍ରଧାନ) ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କରିହଣ୍ଡା ଗ୍ରାମରେ ହୋଲି ଉପଲକ୍ଷେ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକମ ଅନୁଷ୍ଠିତ ହୋଇଥିଲା ।ଗ୍ରାମର ସବୁ ପିଲାମାନଙ୍କ ଦ୍ୱାରା ଏହି କାର୍ୟକ୍ରମ ହୋଇଥିଲା।ପ୍ରାୟ 300 ରୁ […]
Odisha ମାନ୍ୟବର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ କରକମଳରେ ଅନୁଗୋଳ ପୌରପାଳିକାରେ ୨୫ ଲକ୍ଷ ବ୍ୟୟ ଅଟକଳରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ NTP Bureau Report 04/07/2021 0 ଅନୁଗୋଳ : (ଏନ ଟି ପି):ଅନୁଗୋଳ ପୌରପାଳିକା ସ୍ଥିତ ଟାଉନ ହାଇସ୍କୁଲ ଓ ଶିବା ଖେଳ ପଡିଆ ଠାରେ ୨୫ ଲକ୍ଷ ବ୍ୟୟ ଅଟକଳରେ ମିନି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି। ଓଡିଶା ବିଧାନସଭାର […]