ଶ୍ରେଣୀ ଗୃହର ଉଦ୍ ଘାଟନ କଲେ ଜିଲ୍ଲାପାଳ

ଅନୁଗୋଳ (ଏନଟିପି)

ଅନୁଗୁଳ ଉଚ୍ଚ ବିଦ୍ୟାଳୟ ରେ ନବନିର୍ମିତ ଦୁଇଟି ଶ୍ରେଣୀ ଗୃହକୁ ଅନୁଗୋଳ ଜିଲ୍ଲାପାଳ ଅନିଲ ସାମଲ ଉଦଘାଟନ କରିଛନ୍ତି, ଯାହାପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ।କିନ୍ତୁ ପୂର୍ତ୍ତ ବିଭାଗ ଦ୍ଵାରା ତେଇଶ ଲକ୍ଷ ପଚାଶ ହଜାର ଟଙ୍କା ର ବିପୁଳ ଅର୍ଥ ବ୍ୟୟରେ ଦୁଇଟି ମାତ୍ର ଶ୍ରେଣୀ ଗୃହ ନିର୍ମାଣ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି।ଏଥିରେ ତାଙ୍କୁ ବ୍ୟାପକ ଦୁର୍ନୀତି ର ଗନ୍ଧ ହେଉଛି। ସତ୍ୟ କଣ ତାହା ତଦନ୍ତ ସାପେକ୍ଷ ।

Follow by Email
WhatsApp