abc ର ପଞ୍ଚମ ବାର୍ଷିକ ଉତ୍ସବ Posted on 15/08/201915/08/2019 by NTP Bureau Report ଅନୁଗୋଳ(ଏନଟିପି) ଅନୁଗୋଳ ବାଇକର୍ସ କ୍ଲବର ପଞ୍ଚମ ବାର୍ଷିକ ଉତ୍ସବ ୭୩ ତମ ସ୍ୱାଧୀନତା ଦିବସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ABC ଗ୍ରୁପର ୩୨ ଜଣ ସଦସ୍ୟ ଏକାଠି ହୋଇ ଏହି ଉତ୍ସବକୁ ମହାସମାରୋହରେ ପାଳନ କରିଛନ୍ତି।ଅନୁଗୋଳ ବାଇକର୍ସ କ୍ଲବର ସଦସ୍ୟ ମାନେ ବାଇକ ରାଇଡ଼ ମାଧ୍ୟମରେ ଭାଇଜାଗ, କନ୍ୟାକୁମାରି,ଜିରାଙ୍ଗ ଆଦି ଅଞ୍ଚଳ ପରିକ୍ରମା କରି ସଚେତନତା ବାର୍ତା ପହଞ୍ଚାଇବା ସହ କିଭଳି ସତର୍କତାର ସହ ବାଇକ ଚଳାଇବ ସେ ଦିଗରେ ଲୋକଙ୍କୁ ସଚେତନ କରାଇଥାନ୍ତି। Share on FacebookTweetFollow usSave Post Views: 247
Odisha Business ତାଳଚେରରେ ପୁଣି ଦବିଲା ମାଟି,ଲୋକେ ଆତଙ୍କିତ NTP Bureau Report 15/01/2020 0 ଅନୁଗୋଳ(ଏନ ଟି ପି): କୋଇଲା ନଗରୀ ତାଳଚେର ଏବେ ହୋଇପଡିଛି ଅସୁରକ୍ଷିତ।ତାଳଚେରରେ ପୁଣି ମାଟି ଦବିଲା ମାଟି। ଦେଉଳବେଡା ତେଲିସାହିର ଏକ ଜମି ଭିତରେ ବଡ଼ ଧରଣର ଗାତ ସୃଷ୍ଟି ହେବା ଫଳରେ ସ୍ଥାନୀୟ ଲୋକ […]
Odisha କନ୍ଧମାଳରେ ୧୪୪ ଧାରା: ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ି ମନା NTP Bureau Report 17/03/2020 0 କନ୍ଧମାଳ(ଏନ ଟି ପି) କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ କରୋନା ଭୂତାଣୁ ବ୍ୟାପିବାକୁ ରୋକିବା ନିମନ୍ତେ ସତର୍କ ରହିବାକୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ମଙ୍ଗଳବାର କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି ଜିଲାରେ ୧୪୪ […]
Odisha ଲକଡାଉନ ୪.୦ ; ମେ ୩୧ ଯାଏଁ ବଢ଼ିଲା ତାଲା ବନ୍ଦ ଅବଧି NTP Bureau Report 17/05/2020 0 ନୂଆଦିଲ୍ଲୀ(ଏନ ଟି ପି): ପୁଣି ବଢ଼ିଲା ୪.୦ ଲକ ଡାଉନ ର ଅବଧି।ନୂଆ ଗାଇଡ଼ ଲାଇନ ଜାରି କଲେ କେନ୍ଦ୍ର ସରକାର। ମେ ୩୧ ଯାଏଁ ସାରା ଦେଶରେ ଲକଡାଉନର ଅବଧି ବଢିଛି | ୧୪ […]