ମହିଳାଙ୍କୁ କଚାଡି ମାରିଲା ହାତୀ Posted on 01/08/201901/08/2019 by NTP Bureau Report ଅନୁଗୋଳ (ଏନଟିପି): ମହିଳାଙ୍କୁ କଚାଡି ମାରିଲା ହାତୀ ।ଅନୁଗୋଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିଛି ହଣ୍ଡପା ଥାନା ପ୍ରତାପପୁର ଗାଁରେ । ମହିଳା ଜଣଙ୍କ ଘରେ ଝାଡୁ କରୁଥିବା ବେଳେ ହାତୀ ଟାଣି ନେଇ କଚାଡି ମାରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ ପ୍ରତାପପୁର ଗାଁର ମଞ୍ଜୁଲତା ସାହୁ ଆଜି ଭୋରରୁ ଘରେ ଝାଡ଼ୁ କରୁଥିଲେ । ହଠାତ ଏକ ହାତୀ ତାଙ୍କୁ ଟାଣି ନେଇ କଚାଡି ମାରି ଦେଇଥିଲା । ଏହି ଘଟଣାକୁ ନେଇ ଉତ୍ତେଜନା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ଉତ୍ତ୍ୟକ୍ତ ଲୋକ କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ୫୫ ଅବରୋଧ କରିଥିଲେ ପୋଲିସ ପହଂଚି ବୁଝାସୁଝାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।ଏଠି ପ୍ରଶ୍ନ ଉଠୁଛି ହାତୀ କବଳରୁ ମଣିଷଙ୍କୁ ସୁରକ୍ଷା ପାଇଁ ଗଠନ ହୋଇଛି ହାତୀ ସୁରକ୍ଷା ସ୍କ୍ୱାର୍ଡ ।ସ୍କ୍ୱାର୍ଡ ତାର ସଠିକ ଦାୟିତ୍ୱ କରୁଛି ଯଦି କରୁଛି ତେବେ କାହିଁକି ଜନବସତି ମୁହାଁ ହେଉଛନ୍ତି ହାତୀ। Share on FacebookTweetFollow usSave Post Views: 257
Odisha ସମଲିଙ୍ଗୀ ସଂପର୍କକୁ ସ୍ୱୀକାର କଲେ ଦୂତୀ…⛹🏻♀🏅 NTP Bureau Report 19/05/2019 0 ଯେବେ ବିବାହ କରିବି,ସମସ୍ତଙ୍କୁ କହିବି ଓ ନିମନ୍ତ୍ରଣ କରିବି। ଓଡ଼ିଆ ଘରର ବିଧିବିଧାନ ଅନୁସାରେ ବିବାହ କରିବି। ଭୁବନେଶ୍ୱର(୧୯/୫) :- ଓଡ଼ିଆ ଧାବିକା ଦୂତୀ ଚାନ୍ଦ ସମଲିଙ୍ଗୀ ସଂପର୍କରେ (ସେମ୍ ସେକ୍ସ୍ ରିଲେସନ୍ସିପ୍ରେ) ଅଛନ୍ତି। […]
Odisha Anugul Bar Association Election, Dillip President, Somnath As Secretay NTP Bureau Report 28/03/2021 0 Angul(NewsTimePro): The annual election of the Anugul Bar Association was held on Saturday. A total of seven members of the Sangh voted in favor, with […]
Odisha ଏନ ଏଚ ଏ ଆଇ ଓ ନାଲକୋ କୁ ସାଂସଦଙ୍କ କଡା ଚେତାବନୀ, ସମାଧାନ କର ନଚେତ ଆନ୍ଦୋଳନ NTP Bureau Report 17/08/2019 0 ଅନୁଗୋଳ(ଏନ ଟି ପି): ୫୫ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଜନ୍ତା ।ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଯାଇଥିବା ୫୫ନଂ ଜାତୀୟ ରାଜପଥ ସହ ପାଲଲହଡାରୁ କେନ୍ଦୁଝର ପର୍ଯ୍ୟନ୍ତ ଯାଇଥିବା ରାଜପଥ , ଏବଂ ବଲ୍ଲର ଠାରୁ […]