କରୋନା କଟକଣା ଭିତରେ ଢେଙ୍କାନାଳରେ ସ୍ୱାଧୀନତା ଦିବସ ପାଳିତ

ଢେଙ୍କାନାଳ(ଏନ ଟି ପି):

କରୋନା କଟକଣା ଭିତରେ ଢେଙ୍କାନାଳରେ ମଧ୍ୟ ୭୪ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଜିଲ୍ଲା ସଦର ମହକୁମା ର ମୁଖ୍ୟ ଷ୍ଟାଡିୟମ ଠାରେ ଅତିଥି ଭାବେ ଜିଲ୍ଲା ପାଳ ଶ୍ରୀ ଭୂବେଶ ଚନ୍ଦ୍ର ବେହେରା ଜାତୀୟ ପତାକା ଉତ୍ତୋଳନ କରିଥିଲେ, ସାରା ବିଶ୍ବ ମହାମାରୀ କରେନା କବଳରେ କବଳିତ,କ ରୋନା କଟକଣା ଭିତରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। କେବଳ କରେନା ଯୋଦ୍ଧା ମାନଙ୍କୁ ଅତିଥି ଭାବେ ଡକାଯାଇଥିଲା, ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା, ଡାକ୍ତର, ନସ୍ ମୁନସିପାଲିଟ୍ କର୍ମଚାରୀ, ପୋଲିସ , ଅଗ୍ନିଶମ କର୍ମଚାରୀ, ଆଶାକର୍ମୀ,ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ଅତିଥି ଉପଢ଼ୌକନ, ମାନପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା, ଏବଂ ଅତିଥି ଆଜି ର ଦିବସ ର ଗୃରୁତ ବିଷୟରେ ନିଜସ୍ୱ ମତ ରଖିଥିଲେ।

Follow by Email
WhatsApp