ବିଧାୟକଙ୍କ ଦ୍ୱାରା ଖେଳପଡ଼ିଆ ବିଶ୍ରାମ ଗୃହର ଭିତ୍ତି ପ୍ରସ୍ତର ସ୍ଥାପନ….

ଅନୁଗୁଳ:(ଏନଟିପି) ପାଲଲହଡା ବିଧାନସଭା କ୍ଷେତ୍ର ଖମାର ଗ୍ରାମ ପଞ୍ଚାୟତ ଚିଙ୍ଗୁଡ଼ିମୁଣ୍ଡା ଖେଳପଡିଆ ବିଶ୍ରାମ ଗୃହକୁ ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ମହେଶ ସାହୁ, ସ୍ଥାନୀୟ ଜନପ୍ରତିନିଧି ଓ ଗ୍ରାମ ବାସୀଙ୍କ କରକମଳରେ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ।ବିଧାୟକ ଶ୍ରୀ ସାହୁ କହିଛନ୍ତି କ୍ରୀଡା ସୁସ୍ଥ ରଖିବାର ଏକ ମାଧ୍ୟମ ।

Follow by Email
WhatsApp