ମୁମ୍ବାଇରେ ଗଳିପଡ଼ିଲା ଫୁଟ ଓଭରବ୍ରିଜ Posted on 14/03/201914/03/2019 by NTP Bureau Report ମୁମ୍ବାଇ : ମୁମ୍ବାଇରେ ଅଘଟଣ।ମୁମ୍ବାଇର ସିଏସଟି ଷ୍ଟେସନ ପାଖରେ ଫୁଟ ଓଭର ବ୍ରିଜ ଗଳିପଡିଲା।ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଅନେକ ଆହତ ହୋଇଥିବା ଅନୁମାନ କରାଯାଉଛି।।ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ।ଗୁରୁତର ଆହତଙ୍କୁ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିବା ଜଣାପଡିଛି। Share on FacebookTweetFollow usSave Post Views: 367
Business Odisha କୋଇଲା ଖଣିରେ ଅଘଟଣ ପାଇଁ ଦାୟୀ କିଏ ?ସିକଲ କମ୍ପାନୀ ସହ କେଉଁ ରାଜନେତାଙ୍କ ରହିଛି ଭିତିରି ସମ୍ପର୍କ…. NTP Bureau Report 25/07/2019 0 ତାଳଚେର (ଏନଟିପି): ଏମ୍ସିଏଲ ର ଭରତପୁର କୋଇଲା ଖଣିରେ ଅଘଟଣ ପାଇଁ ଦାୟୀ କିଏ ?ସିକଲ କମ୍ପାନୀ ସହ କାହାର ରହିଛି ଭିତିରି ସମ୍ପର୍କ…. ଏମସିଏଲ ଭରତପୁର କୋଇଲା ଖଣିରେ ମାଟି ଅତଡା ଖସି […]
Odisha ଅଲଇଣ୍ଡିଆ ପବିତ୍ରନଗର କପ 2024 ଉଦଘାଟିତ NTP Bureau Report 03/01/2024 0 ଅନୁଗୋଳ(ଏନ ଟି ପି ): ସର୍ବଭାରତୀୟ ପବିତ୍ରନଗର କ୍ରିକେଟ କପ ଉଦଘାଟିତ ||ଅନୁଗୋଳ ଜିଲ୍ଲା ପବିତ୍ରନଗର ଷ୍ଟାଡିୟମ ପଡିଆରେ ସର୍ବ ଭାରତୀୟ ପବିତ୍ର ନଗର କପ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି || ଏହି […]
Odisha NTPC Medical Relief team attended Cyclone Victims NTP Bureau Report 07/05/2019 0 As part of providing medical relief to the Fani Cyclone victims .The five member medical team constituting doctors and paramedics which was send off from […]