ନରସିଂହପୁର ଓକିଲ ସଂଘ ନୂତନ ଗୃହର ଶିଳାନ୍ୟାସ Posted on 10/03/201910/03/2019 by NTP Bureau Report ବଡ଼ମ୍ବା/ନରସିଂହପୁର:(ଶିବରାମ ପଣ୍ଡା) ନରସିଂହପୁର ଓକିଲ ସଂଘର ନୂତନ ଗୃହର ଶିଳାନ୍ୟାସ ବିଧାୟକ ଦେବୀ ପ୍ରସାଦ ମିଶ୍ର ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି, ପାଞ୍ଚ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଗୃହ ର ଶିଳାନ୍ୟାସ କରିଥିଲେ ବିଧାୟକ, ଓକିଲ ସଂଘର ସଭାପତି ସରୋଜ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବିଧାୟକ ଦେବୀ ପ୍ରସାଦ ମିଶ୍ର, ସମ୍ମାନୀତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ଓକିଲ ସଂଘ ସମ୍ପାଦକ ନିର୍ମଳେନ୍ଦୁ ମିଶ୍ର ଆଇନଜୀବୀ ତ୍ରିଲୋଚନ ମହାପାତ୍ର, ପ୍ରଫୁଲ କୁମାର ପଣ୍ଡା, ଙ୍କ ସମେତ ଲଳିତ କୁମାର ବିଶ୍ବାଳ, ଅଶୋକ କୁମାର ଶତପଥୀ, ସରୋଜ କୁମାର ମହାରଣା,ପ୍ରକାଶ କୁମାର ମହାପାତ୍ର, ରବୀନ୍ଦ୍ର କୁମାର ସାହୁ, ଉମାକାନ୍ତ ପାଣିଗ୍ରାହୀ,ଅମର ସିଂ, ଅଞ୍ଜନ ପ୍ରସାଦ ପଣ୍ଡା,ଜ୍ଞାନରଞ୍ଜନ ନାୟକ, ଗୋଲକ ସାହୁ, ଶ୍ରୀକାନ୍ତ କୁମାର ମିଶ୍ର,ପୀତବାସ ମହାପାତ୍ର, ଙ୍କ ସମେତ ସମସ୍ତ ଆଇନଜୀବୀ ଉପସ୍ଥିତ ଥିଲେ, ସେହିପରି ନରସିଂହପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ଛଅ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମାଣ କରାଯାଇଥିବା ପଞ୍ଚାୟତ ସମିତି ସଭ୍ୟ ସଭ୍ୟା ଓ ସରପଞ୍ଚ ମାନଙ୍କ ଅଭ୍ୟର୍ଥନା ପ୍ରକୋଷ୍ଠ କୁ ବିଧାୟକ ଦେବୀ ପ୍ରସାଦ ମିଶ୍ର ଶୁଭ ଉଦଘାଟନ କରିଥିଲେ,! Share on FacebookTweetFollow usSave Post Views: 226
Odisha ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ଆଦିବାସୀ ମହିଳାଙ୍କର ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଲେ ମହିଳା NTP Bureau Report 10/03/2019 0 ନରସିଂହପୁର : ନରସିଂହପୁର ବ୍ଲକରେ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରୁ ବିଭିନ୍ନ ଗ୍ରାମର ଆଦିବାସୀ ମହିଳା ମାନଙ୍କ ନାମରେ ଲକ୍ଷାଧିକ ଟଙ୍କା ଋଣ ନେଇ ଜୈନିକ ପମ୍ପଟ ମାରିଛନ୍ତି,ଋଣ ନେଇଥିବା ମହିଳା ମାନେ ଶେଷରେ […]
Odisha ନିରାପଦ ଖାଦ୍ୟ ଓ ସ୍ୱାସ୍ଥ୍ୟକର ଖାଦ୍ୟ ଆଇନର ଜିଲ୍ଲାସ୍ତରୀୟ କମିଟିର ପୁନର୍ଗଠନ NTP Bureau Report 02/02/2019 0 ଅନୁଗୋଳ(ଏନଟିପି) ଅନୁଗୁଳ ଜିଲ୍ଲାରେ ନିରାପଦ ଓ ଉତମମାନ ର ଖାଦ୍ୟ ଉପଲବ୍ଧି ହେବାକୁ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲା ସ୍ତରୀୟ ପରାମର୍ଶଦାତା କମିଟି ର ପୁନର୍ଗଠନ କରାଯାଇଛି।ପୂର୍ବରୁ ଖାଦ୍ୟ ଅପମିଶ୍ରଣ […]
Odisha କରୋନା ଯୋଗୁଁ ପୋଲ୍ ଟ୍ରି ଶିଳ୍ପରେ ନାହିଁ ନଥିବା କ୍ଷତି, ପ୍ରଧାନମନ୍ତ୍ରୀ ଏବଂ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଲେ ସାଂସଦ ଅଚ୍ୟୁତ ସାମନ୍ତ NTP Bureau Report 17/03/2020 0 ଏନ ଟି ପି (ବ୍ୟୁରୋ): ସବୁଠି ଏବେ କରୋନା ଭୟ।ସରକାର ମଧ୍ୟ କରୋନାକୁ ନେଇ ଆଡ଼ ଭାଇଜରି ଜାରି କରାଯାଇଛି।କରୋନା ଯୋଗୁଁ ଅର୍ଥନୀତି ଉପରେ ବିଶ୍ୱବ୍ୟାପୀ ପ୍ରଭାବ ପଡ଼ିଥିବା ବେଳେ ଭାରତରେ ପଲ୍ୟୁଟ୍ରି ଶିଳ୍ପରେ […]