ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ଅନୁଗୋଳ (ଏନଟିପି)

ଅନୁଗୋଳ ଜିଲ୍ଲା ପାଲଲହଡା ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତିଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ଶ୍ରୀଯୁକ୍ତ ମହେଶ ସାହୁ ।ବୁରୁକୁନା ଗ୍ରାମ ପଞ୍ଚାୟତର ମହୀଧରପୁର ଶକ୍ତି ନିକେତନ ମହିଳା ମହାସଂଘ କମ୍ୟୁନିଟି ସେଣ୍ଟର ଉଦ୍ଦଘାଟନ କରିଛନ୍ତି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ଶ୍ରୀଯୁକ୍ତ ମହେଶ ସାହୁ ଓ ଗ୍ରାମ ବାସୀଙ୍କ କରକମଳରେ ଉଦ୍ଦଘାଟନ କରିଛନ୍ତି ।

ବୁରୁକୁନା ଗ୍ରାମ ପଞ୍ଚାୟତର ମହୀଧରପୁର ଶକ୍ତି ନିକେତନ ମହିଳା ମହାସଂଘ କମ୍ୟୁନିଟି ସେଣ୍ଟର ଉଦ୍ଦଘାଟନ । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ଶ୍ରୀଯୁକ୍ତ ମହେଶ ସାହୁ ଓ ଗ୍ରାମ ବାସୀଙ୍କ କରକମଳରେ ଉଦ୍ଦଘାଟନ କରିଛନ୍ତି ।ପାଲଲହଡା ନିର୍ବାଚନ ମଣ୍ଡଳୀ ବୁରୁକୁନା ଗ୍ରାମ ପଞ୍ଚାୟତ ଝୁଲାଖୁଣ୍ଟିଆ ନୂଆ ସାହି କୋଠଘର ଉଦ୍ଦଘାଟନ କରିଛନ୍ତି ବିଧାୟକ।ପାଲଲହଡା ନିର୍ବାଚନ ମଣ୍ଡଳୀ ଆମ ଗାଁ ଆମ ବିକାଶ, ବୁରୁକୁନା ଗ୍ରାମ ପଞ୍ଚାୟତ ମହୀଧରପୁର ମା କେଶଦେବୀ ସାଂସ୍କୃତିକ ଭବନ ଉଦ୍ଦଘାଟନ । ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ଶ୍ରୀଯୁକ୍ତ ମହେଶ ସାହୁ ଓ ଗ୍ରାମ ବାସୀଙ୍କ କରକମଳରେ ଶୁଭ ଉଦ୍ଦଘାଟନ କରିଛନ୍ତି ।

Follow by Email
WhatsApp