ମଣିକର୍ଣ୍ଣିକାକୁ ରିଲିଜ ହେବାକୁ ଦେବନି ଶିବସେନା

ମୁମ୍ବାଇ: କଙ୍ଗନା ରାନାଓ୍ବତଙ୍କ ଅଭିନୀତ ଫିଲ୍ମ ‘ମଣିକର୍ଣ୍ଣିକା’କୁ ଶିବସେନା ରିଲିଜ୍‌ ହେବାକୁ ଦେବ ନାହିଁ ବୋଲି ଶୁଣିବାକୁ ମିଳିଛି। ସୂଚନା ମୁତାବକ ଗୋଟିଏ ଦିନରେ ବାଲ୍‌ ଠାକରେଙ୍କ ବାୟୋପିକ୍‌ ‘ଠାକରେ’ ରିଲଜ୍‌ ହେଉଥିବାରୁ ଶିବସେନା ଏମିତି ପଦକ୍ଷେପ ନେଇଥିବା କୁହାଯାଉଛି। ଏହି ଫିଲ୍ମ ରିଲିଜ ବିବାଦକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଓ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି ।

Follow by Email
WhatsApp