ମିଳିଲା ପାକିସ୍ତାନର ଫାଇଟର ବିମାନ F-16 ର ଖଣ୍ଡ Posted on 28/02/201928/02/2019 by NTP Bureau Report ନୂଆଦିଲ୍ଲୀ (ଏନଟିପି) ପାକିସ୍ତାନ ର ମିଛ ଧରପଡ଼ିଲା।ମିଳିଲା ପାକିସ୍ତାନର ଫାଇଟର ବିମାନ F-16 ର ଖଣ୍ଡ । ଗତକାଲି ଭାରତ ଏହି ବିମାନକୁ ମାରି ଖସାଇ ଦେଇଥିଲା । ଭାରିତର ମିଗ୍-୨୧, ପାକିସ୍ତାନର ଏହି ଯୁଦ୍ଧ ବିମାନକୁ ଖାଇଥିଲା। ପିଓକେ ଅଞ୍ଚଳରେ ଏହି F-16 ବିମାନକୁ ଖସାଇଥିଲା ଭାରତ । ଆଜି ଏହାର ଫଟୋ ସାମ୍ନାକୁ ଆସିଛି । ଗତକାଲି ପାକିସ୍ତାନ ସେନା ପକ୍ଷରୁ କୁହାଯାଇଥିଲା କି, ଭାରତ କୌଣସି ବିମାନକୁ ମାରି ଖସାଇନାହିଁ । F-16 ବିମାନକୁ ବ୍ୟବହାର କରାଯାଇନାହିଁ । ଏଥିରୁ ପାକିସ୍ତାନର ଆଉ ଏକ ମିଛ ଧରାପଡ଼ିଛି । Share on FacebookTweetFollow usSave Post Views: 385
NATIONAL ମୋଦି ସରକାର କଣ ନେଲେ ନିଷ୍ପତି କେଉଁ ପ୍ରସ୍ତାବକୁ ମିଳିଲା କ୍ୟାବିନେଟ୍ ମୋହର NTP Bureau Report 31/05/2019 0 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ ପରେ ମୋଦି ସରକାରର ପ୍ରଥମ କ୍ୟାବିନେଟ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଛାତ୍ରବୃତ୍ତି ନେଇ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନ୍ୟାସନାଲ ଡିଫେନସ […]
NATIONAL ଲୋକସଭାର ନୂଆ ବାଚସ୍ପତି ଓମ୍ ବିର୍ଲା NTP Bureau Report 19/06/2019 0 ନୂଆଦିଲ୍ଲୀ(NTP) : ଲୋକସଭାର ନୂଆ ବାଚସ୍ପତି ହେଲେ ଓମ୍ ବିର୍ଲା । ସର୍ବସମ୍ମତି କ୍ରମେ ଓମ୍ ବିର୍ଲା ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓମ୍ ବିର୍ଲାଙ୍କ ନାଁରେ ପ୍ରସ୍ତାବ […]
NATIONAL ଗରିବ ସବର୍ଣ୍ଣ ପାଇବେ ଚାକିରି,ଶିକ୍ଷାରେ ୧୦% ସଂରକ୍ଷଣ NTP Bureau Report 12/01/2019 0 ଏନଟିପି(ନୂଆଦିଲ୍ଲୀ) ଏଣିକି ଗରିବ ସବର୍ଣ୍ଣଙ୍କୁ ମିଳିବ ଚାକିରି ଓ ଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ । ଆଇନରେ ପରିଣତ ହେଲା କୋଟା ବିଲ୍ ଏଣିକି ଆର୍ଥିକ ଅନଗ୍ରସର ସବର୍ଣ୍ଣଙ୍କୁ ମିଳିବ ସଂରକ୍ଷଣ । କେନ୍ଦ୍ର […]