ଅଗ୍ନିକାଣ୍ଡରେ ଘର ଭସ୍ମୀଭୂତ

ଅନୁଗୋଳ(ଏନଟିପି)

ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ବବର୍ତୀ ପାଲି ଠାରେ ଦିନରେ କୌଣସି କାରଣରୁ ନିଆଁ ଲାଗି ୬ ବଖରା ଘର ଜାଳି ପୋଡ଼ି ନଷ୍ଟ ହୋଇଯାଇଛି।ଗ୍ରାମବାସୀ ଏକାଠି ହୋଇ ନିଆଁ କୁ ଆୟତ କରିଥିଲେ ମଧ୍ୟ ଘର ସମ୍ପୂର୍ଣ ଜଳିପୋଡି ଯାଇଥିଲା।ଅଗ୍ନିକାଣ୍ଡରେ କ୍ଷ୍ୟତିଗ୍ରସ୍ତ ହୋଇଥିବା ପରିବାରକୁ ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ପହଂଚି ଆସବାବପତ୍ର ସହ ପୋଷାକ ମଧ୍ୟ ବଣ୍ଟନ କରିଛନ୍ତି।ନିର୍ବାଚନ ଆଚରଣ ବିଧି ପରେ କ୍ଷ୍ୟତିଗ୍ରସ୍ତ ପରିବାରଙ୍କୁ ସରକାରଙ୍କ ତରଫରୁ ଘର ଯୋଗାଇ ଦିଆଯିବ ବୋଲି ମଧ୍ୟ କହିଛନ୍ତି ବିଧାୟକ

Follow by Email
WhatsApp