ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ Posted on 18/02/201918/02/2019 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ ଠାରେ ନୂତନ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ତାଙ୍କର ପ୍ରଥମ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦାଖଲ ହେଇଥବା ସମୁଦାୟ ୯୫ ଟି ଅଭିଯୋଗ ରୁ ୯୨ ଟି ବ୍ୟକ୍ତିଗତ ଓ ୩ ଟି ଗ୍ରାମ୍ୟ ଭିତିକ ସମସ୍ୟା ସମ୍ପର୍କିତ ଅଭିଯୋଗ ର ଶୁଣାଣି କରି ତୁରନ୍ତ ପଦକ୍ଷେପ ନେବାକୁ ସମ୍ପର୍କୀୟ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲା ରେଡ଼କ୍ରୋସ ପାଣ୍ଠିରୁ ଏଗାର ଜଣଙ୍କୁ ସତର ହଜାର ଟଙ୍କାର ଆର୍ଥିକ ସହାୟତା ଚିକିତ୍ସା ପାଇଁ ପ୍ରଦାନ କରାଯାଇଛି। Share on FacebookTweetFollow usSave Post Views: 120
Odisha ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର…. NTP Bureau Report 04/02/2019 0 ଅନୁଗୋଳ(ଏନ ଟି ପି) ଆଜି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଦାଖଲ ହୋଇଥବା ୧୮୬ ଟି ବ୍ୟକ୍ତିଗତ ଓ ୧୯ ଟି […]
Odisha କେଉଁ କେଉଁ ଦୋକାନ ଖୋଲିବାକୁ ଅନୁମତି ଦେଲେ କେନ୍ଦ୍ରସରକାର NTP Bureau Report 25/04/2020 0 ନୂଆଦିଲ୍ଲୀ(ଏନଟିପି): ସାରା ଦେଶରେ ଖୋଲିବ ଦୋକାନ । ସର୍ତ୍ତମୂଳକ ଭାବେ ଦୋକାନ ଖୋଲିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ମହାନଗର ନିଗମ ଓ ପୌରାଞ୍ଚଳ ବାହାରେ ଆବାସିକ […]
Odisha Business Tata Steel Meramandali conducts Safety Awareness Campaigns among the community NTP Bureau Report 01/04/2022 0 Dhenkanal,(NewsTimePro): Almost a month-long campaign on safety to observe the 51st National Safety Week, was organised by Tata Steel Meramandali in and around its plant at Narendrapur […]