ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ Posted on 18/02/201918/02/2019 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ ଠାରେ ନୂତନ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ତାଙ୍କର ପ୍ରଥମ ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦାଖଲ ହେଇଥବା ସମୁଦାୟ ୯୫ ଟି ଅଭିଯୋଗ ରୁ ୯୨ ଟି ବ୍ୟକ୍ତିଗତ ଓ ୩ ଟି ଗ୍ରାମ୍ୟ ଭିତିକ ସମସ୍ୟା ସମ୍ପର୍କିତ ଅଭିଯୋଗ ର ଶୁଣାଣି କରି ତୁରନ୍ତ ପଦକ୍ଷେପ ନେବାକୁ ସମ୍ପର୍କୀୟ ବିଭାଗୀୟ ଅଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ।ଜିଲ୍ଲା ରେଡ଼କ୍ରୋସ ପାଣ୍ଠିରୁ ଏଗାର ଜଣଙ୍କୁ ସତର ହଜାର ଟଙ୍କାର ଆର୍ଥିକ ସହାୟତା ଚିକିତ୍ସା ପାଇଁ ପ୍ରଦାନ କରାଯାଇଛି। Share on FacebookTweetFollow usSave Post Views: 159
Odisha ନିର୍ବାଚନ ଦାୟିତ୍ୱ ସହ ବିଭିନ୍ନ ଉନ୍ନୟନ ଯୋଜନାର କାର୍ଯ୍ୟକାରୀତାକୁ ପ୍ରାଥମିକତା –ଜିଲ୍ଲାପାଳ NTP Bureau Report 11/02/2019 0 ଅନୁଗୋଳ (ଏନଟିପି) ଅନୁଗୋଳରେ ଦାୟିତ୍ୱ ଗ୍ରହଣ କଲେ ନୂତନ ଜିଲ୍ଲାପାଳ।୧୯୮୮ ବ୍ୟାଚର ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ମନୋଜ କୁମାର ମହାନ୍ତି ଆଜି ପୂର୍ବତନ ଜିଲ୍ଲାପାଳ ଅନିଲ କୁମାର ସାମଲଙ୍କ ଠାରୁ ଦାୟିତ୍ୱ […]
Odisha The outbreak is the Corona virus, with the Ganjam administration shutting down all religious institutions for the next seven days NTP Bureau Report 13/04/2021 0 Ganjam(NewsTimePro): The Corona virus is becoming more and more prevalent in Ganjam. In view of this, all religious institutions have been closed for 7 days. […]
Odisha କିମ୍ସ କରିବ ୪୫୦ ବେଡ଼ର କରୋନା ହସ୍ପିଟାଲ, ରାଜ୍ୟସରକାରଙ୍କ ସହ ସ୍ବାକ୍ଷର ହେଲା ଏମ ଓ ୟୁ NTP Bureau Report 26/03/2020 0 ଭୁବନେଶ୍ୱର(ଏନଟିପି): କରୋନା ବୁଶ୍ୱମହାମାରି ଧିରେ ଧିରେ ବିଶ୍ୱକୁ ଗ୍ରାସିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପୁଛି।କରୋନା ।କରୋନା ପାଇଁ ସାରା ଦେଶ ୱେବବ ଲକଡାଉନ। କିମ୍ସ୍ ପ୍ରସ୍ତୁତ କରିବ କୋଭିଡ୍-୧୯ ହସ୍ପିଟାଲ । ୪୫୦ […]