ଜିଲ୍ଲାପାଳଙ୍କ ନିର୍ବାଚନମଣ୍ଡଳୀ ବୁଥ ପରିଦର୍ଶନ Posted on 18/02/201918/02/2019 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୁଳ ଜିଲ୍ଲାପାଳ ଆସନ୍ତା ନିର୍ବାଚନ ର ସୁପରିଚାଳନା ପାଇଁ ବିଭିନ୍ନ ମତଦାନ କେନ୍ଦ୍ରରେ ଉପଲବ୍ଧ ଆନୁସଙ୍ଗିକ ବ୍ୟବସ୍ଥା କୁ ଅନୁଧ୍ୟାନ କରିବା ସହ ଭୋଟର ତାଲିକା ଅଭିଯାନର ଶେଷ ଦିବସରେ ତାଲିକାରେ ଥିବା ଭିନ୍ନକ୍ଷମ ଭୋଟର ମାନଙ୍କୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରାଯାଇଥିବା ସମ୍ପର୍କରେ ସମ୍ପୃକ୍ତ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ପଚାରି ବୁଝିବା ସହ ଆସନ୍ତା ନିର୍ବାଚନ ପାଇଁ ବିଦ୍ୟାଳୟ ମାନଙ୍କରେ ଥିବା ମତଦାନ କେନ୍ଦ୍ର ରେ ଭିନ୍ନକ୍ଷମ ମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ ସମ୍ପର୍କରେ ପଚାରି ବୁଝିଥିଲେ।ଏହି ଅବସରରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଅନୁଗୁଳ ନିର୍ବାଚନ ମଣ୍ଡଳୀ ର ୮ ଟି ଓ ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ର ୧୩ଟି ବୁଥ ପରିଦର୍ଶନ କରିଥିଲେ। Share on FacebookTweetFollow usSave Post Views: 138
Odisha ବୋଲବମ ଯାତ୍ରା ହେଲା ଶେଷ ଯାତ୍ରା NTP Bureau Report 27/07/2019 0 ବାରିପଦା (ଏନଟିପି): ବୋଲେବମ ଯାତ୍ରା ଶେଷ ଯାତ୍ରାରେ ପରିଣତ ।ଶିବ ଭକ୍ତର ବୋଲବମ ଯାତ୍ରା ଶେଷ ଯାତ୍ରାରେ ପରିଣତ ହେଲା ।ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରୁ ୧୧ ଜଣ ବୋଲେବମ ଭକ୍ତ ବୋଲେରୋ […]
Odisha ରାଜ୍ୟରେ ଅନଲାଇନରେ ମିଳିବ ମଦ, ଲାଗିଲା ୫୦% କୋଭିଡ୍ ଟ୍ୟାକ୍ସ* NTP Bureau Report 23/05/2020 0 ଭୁବନେଶ୍ୱର(ଏନଟିପି): *କାଲି ଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ, ଲାଗିଲା ୫୦% କୋଭିଡ୍ ଟ୍ୟାକ୍ସ* *ଆସନ୍ତାକାଲି ଠାରୁ ରାଜ୍ୟରେ ଅନଲାଇନରେ ମିଳିବ ମଦ। ଅନଲାଇନରେ ମଦ ବିକ୍ରି ନେଇ ରାଜ୍ୟ ସରକାର ଦେଲେ ଅନୁମତି। […]
Odisha ବିଜେଡି ଅନୈତିକ କାମରୁ ନିବୃତ ରହିବାକୁ ସିଇଓଙ୍କଠାରେ ଫେରାଦ ହେଲା ବିଜେପି Smrutilipi 04/12/2022 0 ବିଜେଡି ଖୋଲା ଖୋଲି ଟଙ୍କା ବାଂଟୁଛି,ପୋଲିସ ପ୍ରଶାସନ ନିରବ: ଡ.ଲେଖାଶ୍ରୀ ସାମନ୍ତସିଂହାର ଭୁବନେଶ୍ୱର, ତା.୦୪/୧୨: ବିଧିବଦ୍ଧଭାବେ ନିର୍ବାଚନ ପ୍ରଚାର ସରିବା ପରେ ମଧ୍ୟ ବିଜୁ ଜନତା ଦଳ ଅନୈତିକ କାମରୁ ନିବୃତି ନେଇନାହିଁ । […]