କିମ୍ସ କରିବ ୪୫୦ ବେଡ଼ର କରୋନା ହସ୍ପିଟାଲ, ରାଜ୍ୟସରକାରଙ୍କ ସହ ସ୍ବାକ୍ଷର ହେଲା ଏମ ଓ ୟୁ Posted on 26/03/202026/03/2020 by NTP Bureau Report ଭୁବନେଶ୍ୱର(ଏନଟିପି): କରୋନା ବୁଶ୍ୱମହାମାରି ଧିରେ ଧିରେ ବିଶ୍ୱକୁ ଗ୍ରାସିବାରେ ଲାଗିଛି।ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପୁଛି।କରୋନା ।କରୋନା ପାଇଁ ସାରା ଦେଶ ୱେବବ ଲକଡାଉନ। କିମ୍ସ୍ ପ୍ରସ୍ତୁତ କରିବ କୋଭିଡ୍-୧୯ ହସ୍ପିଟାଲ । ୪୫୦ ବେଡ୍ର କରୋନା ହସ୍ପିଟାଲ ପ୍ରସ୍ତୁତ ହେବ । ଆଜି ରାଜ୍ୟ ସରକାରଙ୍କ ସହ କିମ୍ସ୍ ଏନେଇ ଏକ ଏମ୍ଓୟୁ ସ୍ୱାକ୍ଷରିତ କରିଛି । ଏମ୍ଓୟୁ ପରେ କିମ୍ସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସୂଚନା ଦେଇ କହିଛନ୍ତି ରାଜ୍ୟ ସରକାର କୋଭିଡ୍-୧୯ ରୋକିବା ପାଈଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କିମ୍ସକୁ ଗୁରୁ ଦାୟିତ୍ୱ ଦେଇଥିବାରୁ ସେ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି । କିମ୍ସରେ ହସ୍ପିଟାଲ ରହିଛି, ଆଉ କୋଭିଡ୍-୧୯ ପାଇଁ ସ୍ୱତନ୍ତ୍ର ଭାବେ ଆଉ ଏକ ହସ୍ପିଟାଲ ପ୍ରସ୍ତୁତ ହେବ । ସେହିପରି ସମ୍ ସହିତ ରାଜ୍ୟ ସରକାର ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି । ସମ୍ ହସ୍ପିଟାଲ ମଧ୍ୟ କୋଭିଡ୍-୧୯ ମୁକାବିଲା ପାଇଁ ହସ୍ପିଟାଲ ପ୍ରସ୍ତୁତ କରିବ। Share on FacebookTweetFollow usSave Post Views: 395
Odisha ଓଡିଶା ଆସୁଛି କୋଲକାତା କଏନ ;କଏନ କାରବାର ପଛର ମୁଖ୍ୟ ରାକେଟ କିଏ ? NTP Bureau Report 15/01/2019 0 ଓଡି଼ଶା ଆସୁଛି କୋଲକାତା କଏନ୍ । ୨୦ ଟି ବସ୍ତାରୁ ଲକ୍ଷାଧିକ ଟଙ୍କା ଜବତ । ପ୍ରଶ୍ନ ଉଠୁଛି, କଏନ୍ କାରବାର ପଛରେ କାମ କରୁଛି କି ର୍ୟାକେଟ୍? ଓଡିଶା ମାର୍କେଟରେ କୋଲକାତା କଏନ୍ […]
Odisha ଆହାର କେନ୍ଦ୍ରରେ ଭୋଜନ କଲେ RDC ଅନୀଲ ସାମଲ NTP Bureau Report 27/11/2019 0 ବାଲେଶ୍ୱର (ଏନଟିପି): ବାଲେଶ୍ୱର ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇଥିଲେ କେନ୍ଦ୍ରାଞ୍ଚଳ ଆର ଡି ସି ଅନୀଲ କୁମାର ସାମଲ।ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଧାଡ଼ି ରେ ରହି ରୋଗୀଙ୍କ ସମ୍ପର୍କୀୟ ଙ୍କ ସହ […]
Odisha Political Tadka ଗଣଦୁଷ୍କର୍ମ ପିଡୀତାଙ୍କ ପରିବାରକୁ ଭେଟି ଫେରିବାବେଳେ କେନ୍ଦ୍ରମନ୍ତ୍ରୀଙ୍କୁ ଦିଆଗଲା ଧମକ….. NTP Bureau Report 07/01/2019 0 ପୀଡିତାଙ୍କ ପରିବାରକୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର: ବାରିପଦାଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିପିଲି ଦୁଷ୍କର୍ମ ପିଡିତା ଙ୍କ ପରିବାରକୁ ନ୍ୟାୟ ପାଇଁ ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କହିଲେ।ତାପରେ ମୋଦି ଗଲେ ପିପିଲି […]