ଭୁବନେଶ୍ୱର(ଏନଟିପି ବ୍ୟୁରୋ): ଅଦା ଏପରି ଏକ ସାମଗ୍ରୀ, ଯାହା ପ୍ରାୟ ସମସ୍ତ ଭାରତୀୟଙ୍କ ରୋଷେଇ ଘରେ ନିତିଦିନ ବ୍ୟବହାର ହୁଏ। ଗରମଜାତୀୟ ସାମଗ୍ରୀ ହୋଇ ଥିବାରୁ ଏହା ଶରୀରକୁ ଥଣ୍ଡା ଏବଂ ଶୀତ ଜନିତ ରୋଗରୁ ରକ୍ଷା କରିଥାଏ। ଏଥିରେ ରହିଥିବା ଆଣ୍ଟିଅକ୍ସିଡାଣ୍ଟ ଗୁଣ ଖାଲି ରୋଗ ଦୂର କରିଥାଏ ତାହା ନୁହେଁ, ବରଂ ଚେହେରାର ସୌନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ। ଆସନ୍ତୁ ଜାଣିବା, କିପରି ଅଦାର ବ୍ୟବହାର ଦ୍ୱାରା ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାକୁ ଦୂର କରାଯାଇପାରିବ। ଅଦାରେ ରହିଥିବା ୪୦ରୁ ଅଧିକ ଆଣ୍ଟିଅକ୍ସିଡାଣ୍ଟ୍ସ୍ ଆଣ୍ଟି-ଏଜିଂ ପ୍ରକ୍ରିୟାକୁ ଧୀର କରିଥାଏ। ଏହା ଦ୍ୱାରା ଚର୍ମର ଢିଲାପଣ ଏବଂ କୁଞ୍ଚିତରେଖା କମ୍ ହୋଇଥାଏ। ଯାହାଫଳରେ ଆପଣ ଅଧିକ ବର୍ଷ ଯାଏ ଯୁବକଙ୍କ ଭଳି ଦେଖାଯାଇଥା’ନ୍ତି। ଅଦା ଗୁଣ୍ଡକୁ ସାମାନ୍ୟ ମହୁ ଏବଂ ଚନ୍ଦନ ଗୁଣ୍ଡ ସହ ମିଶାଇ ବ୍ୟବହାର କରନ୍ତୁ, କିଛି ଦିନ ମଧ୍ୟରେ ଆପଣ ତ୍ୱଚାରେ ଔଜଲ୍ୟ ପାଇ ପାରିବେ।
Related Posts
ରୁଦ୍ରଭିଷେକ କଲେ କଣ ମିଳିଥାଏ ଫଳ ,ପଢନ୍ତୁ ଆଉ ଜାଣନ୍ତୁ…
- NTP Bureau Report
- 29/04/2019
- 0
👉ରୁଦ୍ରାଭିଷେକ କଲେ କେଉଁ ଫଳ ମିଳେ, ଜାଣନ୍ତୁ… 👉ଲୋକମାନେ ଦେବତାଙ୍କୁ ଫଳ, ଫୁଲ ନୈବେଦ୍ୟ ଅର୍ପଣ କରି ପୂଜା ଅର୍ଚ୍ଚନା କରିଥାନ୍ତି । ଯାହାର ସୁଫଳ ମିଳିଥାଏ ବୋଲି ଅନେକ ମତବ୍ୟକ୍ତ କରିଥାନ୍ତି । […]
ବର୍ତ୍ତମାନ ୨୪ ଘଣ୍ଟା ଉଡ଼ିପାରିବ ତିରଙ୍ଗା, ଫ୍ଲାଗ୍ କୋଡ୍ ସଂଶୋଧନ ସୁଦୂରପ୍ରସାରୀ ନବୀନ ଜିନ୍ଦଲଙ୍କ ମତ
- NTP Bureau Report
- 25/07/2022
- 0
ସ୍ବାଧିନତାର ଅମୃତ ମହୋତ୍ସବ ଅବସରରେ ଏହା ଦେଶବାସୀଙ୍କୁ ସରକାରଙ୍କ ବଡ ଉପହାର: ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ଭୁବନେଶ୍ବର / ନୂଆଦିଲ୍ଲୀ, ଜୁଲାଇ ୨୫, ୨୦୨୨ – ଭାରତୀୟ ଗଣତନ୍ତ୍ରର ସର୍ବୋଚ୍ଚ ପ୍ରତୀକ ତିରଙ୍ଗାକୁ ଉତ୍ତୋଳନ କରିବାର ଅଧିକାର […]
କେଉଁ ଫଳ ସହ ତାର ଚୋପା ଖାଇଲେ ମିଳିଥାଏ ଅଧିକ ଲାଭ ପଢନ୍ତୁ …ଜାଣନ୍ତୁ
- NTP Bureau Report
- 28/04/2019
- 0
ସ୍ୱାସ୍ଥ୍ୟ ହିଁ ସମ୍ପଦ।ସୁସ୍ଥ ଶରୀର କିଏ ବ ନ ଚାହେଁ ।ସୁସ୍ଥ ଶରୀର ଗଠନ ପାଇଁ କିଏ କେତେ ପରିଶ୍ରମ କରିଥାଏ। ସୁସ୍ଥ ଶରୀର ଗଠନ ରେ ଫଳର ରହିଛି ପ୍ରମୁଖ ଭୂମିକା। ପ୍ରତ୍ୟେକ […]