ସରକାରୀ ଯୋଜନାରୁ କାହିଁକି ବଞ୍ଚିତ ଏହି ପରିବାର।ସାନଖେମୁଣ୍ଡି ନିର୍ଵାଚନ ମଣ୍ଡଳୀର ଏହି ମାଉସୀଙ୍କ ପାରିବାର କୁ ନା ମିଳିଛି କାଳିଆ ଟଙ୍କା,ନା ଭତ୍ତା ନ ଇନ୍ଦିରା ଆବାସ।ନିର୍ବାଚନ ଆସିଲେ ମନେ ପଡେ ନେତାଙ୍କ କଥା ।।ସବୁ ଜୁମଲା।।ଆଉ ଜୁମଲା ଚାଲିବ ନାହିଁ
Related Posts
ସାମ୍ବାଦିକ ରବିଶ କୁମାରଙ୍କୁ ‘ରମନ ମାଗାସେସେ ଆୱାର୍ଡ’
- NTP Bureau Report
- 02/08/2019
- 0
ସାମ୍ବାଦିକ ଜଗତରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିବା ଏନଡିଟିଭି ଇଣ୍ଡିଆର ମୁଖ୍ୟ ପରିଚାଳନା ସମ୍ପାଦକ ରବିଶ କୁମାରଙ୍କୁ ୨୦୧୯ ବର୍ଷ ପାଇଁ ସମ୍ମାନଜନକ ‘ରମନ ମାଗାସେସେ ଆୱାର୍ଡ’ରେ ସମ୍ମାନିତ କରାଯାଇଛି। ହିନ୍ଦୀ ଟିଭି […]
ମୋଦି ସରକାରରେ ଜନଜାତିଙ୍କ ସଶକ୍ତିକରଣ ଉପରେ ସର୍ବାଧିକ ଗୁରୁତ୍ୱ- ଧର୍ମେନ୍ଦ୍ର ପ୍ରଧାନ
- Smrutilipi
- 21/12/2022
- 0
• ଦୀର୍ଘ ୭୫ ବର୍ଷ ଧରି ଅବହେଳିତ ଜନଜାତି ସମାଜ ପ୍ରତି ଥିବା ଦାୟିତ୍ୱକୁ ପୂରଣ କରୁଛନ୍ତି ପ୍ରଧାନମନ୍ତ୍ରୀ• ଓଡ଼ିଶାର ଜନଜାତି ସମାଜର ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀରେ ଅଧିଷ୍ଠିତ ହେବା ଜନଜାତି […]
କାଫେ କଫି ଡେ’ର ପ୍ରତିଷ୍ଠାତା ଙ୍କ ମୃତଦେହ ଉଦ୍ଧାର, ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ
- NTP Bureau Report
- 31/07/2019
- 0
କର୍ଣ୍ଣାଟକ(ଏନଟିପି) : ୨ ଦିନ ପରେ ଉଦ୍ଧାର ହେଲା କାଫେ କଫି ଡେ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ମୃତଦେହ। ନେତ୍ରାବତୀ ନଦୀରୁ ମୃତଦେହ ଉଦ୍ଧାର କରାଯାଇଛି। ଗତ ସୋମବାରରୁ ନିଖୋଜ ଥିଲେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ […]