ଛେଣ୍ଡିପଦାରେ ପିଠା କାର୍ଯ୍ୟକ୍ରମରେ ବିଧାୟକ

ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମପଞ୍ଚାୟତ ରେ “ପିଠା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଛେଣ୍ଡିପଦା ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରାଙ୍କ ଯୋଗଦାନ ଦେଇ ସମସ୍ତ ମାଆ, ମାଉସୀଙ୍କୁ ସରକାର ଙ୍କ ଜନାହିତ କାରୀ ବିଷୟରେ ଜଣାଇଥିଲେ ।ସରକାରଙ୍କ ଜନହିତକର କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମ ରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ବିଧାୟକ ଶ୍ରୀ ବେହେରା ହିତାଧିକାରୀ ଙ୍କୁ ଆମଘରେ LED ମଧ୍ୟ ପ୍ରଦାନ କରିଥିଲେ।ବିଧାୟକ ଙ୍କ ସହ ବିଜେଡି ଯୁବ ନେତା ଦିନେଶ ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ।

Follow by Email
WhatsApp