ଭୁବନେଶ୍ବର ୨୬|୧୨: ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବାକୁ ବିରୋଧୀଙ୍କ ଯୋଜନା । ଆଜି ରାସ୍ତାକୁ ଓହ୍ଲାଇବେ ଉଭୟ କଂଗ୍ରେସ ଓ ବିଜେପି । ରାଜ୍ୟର ବିଜେଡି ସରକାରର ୧୯ ବର୍ଷର ଶାସନରେ ରସାତଳକୁ ଯାଇଛି । ସବୁ ସ୍ତରରେ ଦୁର୍ନୀତି ବଢିଛି । ରାଜ୍ୟ ସରକାରଙ୍କ ୧୯ ବର୍ଷର ଶାସନ କୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବେ ବିଜେପି ଓ କଂଗ୍ରେସ । ଏସବୁକୁ ପ୍ରସଙ୍ଗ କରି ପ୍ରତି ପଞ୍ଚାୟତରେ ଧାରଣା ଦେବ କଂଗ୍ରେସ । ସେପଟେ ବିଜେପି ଆଜିଠାରୁ ଜବାବ ମାଗୁଛି ଓଡିଶା ନାଁରେ ଆନ୍ଦୋଳନ ଆରମ୍ଭ କରିବ । ରାଜ୍ୟର କୃଷି ସମସ୍ୟା, ନାରୀ ନିର୍ଯ୍ୟାତନା, ବେକାରୀ ସମସ୍ୟା ଆଦି ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା ।
Related Posts

Tata Steel-constructed Adarsha Vidyalaya inaugurated in Hindol
- NTP Bureau Report
- 05/10/2019
- 0
DHENKANAL(NEWSTIMEPRO): Tata Steel-constructed Adarsha Vidyalaya inaugurated in Hindol, Dhenkanal.Shri. Mahesh Sahoo, Hon’ble Member of Parliament, Lok Sabha, Dhenkanal formally inaugurated the school Hindol School is […]

ହଟିବେ ପ୍ରତ୍ୟୁଷା କନ୍ଧମାଳରୁ ଲୋକସଭା ପାଇଁ ଇତି ସାମନ୍ତ,ରଣପୁରରୁ ଅରୁଣ ଙ୍କୁ ନେଇ ଚର୍ଚ୍ଚା
- NTP Bureau Report
- 12/03/2019
- 0
ବ୍ୟୁରୋ (ଏନଟିପି): ସାଧାରଣ ନିର୍ବାଚନକୁ ନେଇ ବିଗୁଲ ମଧ୍ୟ ବାଜିସାରିଲାଣି।କେବେ ନିର୍ବାଚନ ହେବ ତାରିଖ ମଧ୍ୟ ଘୋଷଣା ହୋଇସାରିଲାଣି ।କିନ୍ତୁ ଏବେ ବିଭିନ୍ନ ରାଜନୈତିକ ଦଳରେ ପ୍ରାର୍ଥୀଙ୍କୁ ନେଇ ଆରମ୍ଭ ହେଲାଣି ଅଙ୍କ କଷା।କିଏ […]

Demand by Protesters neither Justified nor Legal (Coal Mines Strike)
- NTP Bureau Report
- 02/08/2019
- 0
Sambalpur, 2nd August 2019: The shut down of entire Talcher Coalfields by the BJP Unit of Talcher Coalfields from the evening of 24th July 2019 […]