ବିହନ ବିଶୋଧନ ତାଲିମ ନେବେ ୭ ହଜାର ଚାଷୀ

କଟକ, (ଏନଟିପି ବ୍ୟୁରୋ): ଆସନ୍ତା ରବି ଋତୁରେ ମୁଗ ଓ ବିରି ସହିତ ତୈଳବୀଜ ଚାଷ କରୁଥିବା ଚାଷୀଙ୍କୁ ବିହନ ବିଶୋଧନ ଉପରେ ତାଲିମ ଦିଆଯିବ । ଜିଲ୍ଲା କୃଷି ବିଭାଗର ନିଷ୍ପତ୍ତି କ୍ରମେ […]

ନୂଆବର୍ଷ ପୂର୍ବରୁ ଅଧ୍ୟାପକଙ୍କୁ ରାଜ୍ୟସରକାରଙ୍କ ପ୍ୟାକେଜ…..

BHUBANESWAR(NTP):ନୂଆବର୍ଷ ପୂର୍ବରୁ କଲେଜ ଅଧ୍ୟାପକଙ୍କ ପାଇଁ ଖୁସି ଖବର। ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି।* *ଅଧ୍ୟାପକଙ୍କ ବର୍ଦ୍ଧିତ ଦରମା ପିଛିଲା ଭାବେ […]

ଦାଦନ ଖଟିବାକୁ ଯାଇଥିବା ୧୭ ଯୁବତୀ ଉଦ୍ଧାର……

*କୋରାପୁଟ: ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ଫସିଥିବା ୧୭ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି।  ଲକ୍ଷ୍ମୀପୁର ପୁଲିସ୍‌ ଓ ଶ୍ରମ ଅଧିକାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି।* *ଉଦ୍ଧାର ଯୁବତୀମାନେ ହେଲେ କୋରାପୁଟ ଜିଲ୍ଲା ପିପଲପଦର […]

ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କୁ ମିଳିଲା ନାଲକୋ ସଙ୍ଗୀତ ସୁଧା ସମ୍ମାନ

ଭୁବନେଶ୍ୱର: ପ୍ରସିଦ୍ଧ ବଂଶୀ ବାଦକ ପଦ୍ମ ବିଭୂଷଣ ପଣ୍ଡିତ ହରି ପ୍ରସାଦ ଚୌରାସିଆଙ୍କୁ ନାଲକୋ ସଙ୍ଗୀତ ସୁଧା ସମ୍ମାନ ପ୍ରଦାନ କରାଯାଇଛି। ଦ୍ୱାଦଶ ଚୌଷଠି ଯୋଗିନୀ ମହୋତ୍ସବ ଅବସରରେ ନାଲ୍‌କୋ ଅଧ୍ୟକ୍ଷ ଡ. ତପନ […]

କଳି ଯୁଗର କୁବେରଙ୍କ ଘରେ ଭିଜିଲାନ୍ସ ରେଡ଼; ଭିଜିଲାନ୍ସ ଜାଲରେ ପଡିଲେ ଢେଙ୍କାନାଳ RTO……

ଢେଙ୍କାନାଳ :(NEWS TIME PRO)ଭିଜିଲାନ୍ସ ଜାଲରେ ପଡିଲେ RTO। ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ ଦିବାକର ସିଂଙ୍କ ଘରେ ରେଡ୍‌। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ଚଢାଉ ଚାଲିଛି। […]

ପୋଲିସ ଜାଲରେ ପଡିଲେ ଲୁଟେରା……

ଟାଙ୍ଗୀ: ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ରାହାଜାନି ଏକ ନିତିଦିନିଆ ଘଟଣା ହୋଇଯାଇଛି। ତେବେ ଗତକାଲି ଚାନ୍ଦପୁର ଥାନା ଆଇଆଇସିଙ୍କ ଉଦ୍ୟମରେ ୬ ଜଣ ଜାତୀୟ ରାଜପଥ […]

ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବେ ବିରୋଧୀ; କଂଗ୍ରେସ ପାଳିବ କଳା ଦିବସ, ସେପଟେ ବିଜେପିର ଜବାବ ମାଗୁଛି ଓଡିଶା

ଭୁବନେଶ୍ବର ୨୬|୧୨: ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବାକୁ ବିରୋଧୀଙ୍କ ଯୋଜନା  । ଆଜି ରାସ୍ତାକୁ ଓହ୍ଲାଇବେ ଉଭୟ କଂଗ୍ରେସ ଓ ବିଜେପି । ରାଜ୍ୟର ବିଜେଡି ସରକାରର ୧୯ ବର୍ଷର ଶାସନରେ ରସାତଳକୁ ଯାଇଛି […]

Follow by Email
WhatsApp