ନୂଆବର୍ଷ ପୂର୍ବରୁ ଅଧ୍ୟାପକଙ୍କୁ ରାଜ୍ୟସରକାରଙ୍କ ପ୍ୟାକେଜ…..

BHUBANESWAR(NTP):ନୂଆବର୍ଷ ପୂର୍ବରୁ କଲେଜ ଅଧ୍ୟାପକଙ୍କ ପାଇଁ ଖୁସି ଖବର। ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ଦରମା ବୃଦ୍ଧି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଛି।*

*ଅଧ୍ୟାପକଙ୍କ ବର୍ଦ୍ଧିତ ଦରମା ପିଛିଲା ଭାବେ ୨୦୧୬ ଜାନୁଆରୀ ପହିଲାରୁ ଲାଗୁ ହେବ। ଏହାଦ୍ୱାରା ରାଜ୍ୟର ମୋଟ ୫୨୦୦ ଅଧ୍ୟାପକ, ଅଧ୍ୟାପିକା ଉପକୃତ ହେବେ। ସେହିଭଳି ନିକଟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକଙ୍କ ପାଇଁ ଘୋଷଣା କରିଥିବା କାଳିଆ ଯୋଜନାରେ ପାଣ୍ଠି ଯୋଗାଡ଼ ପାଇଁ ଅଧ୍ୟାଦେଶ ଆଣିବା ନିଷ୍ପତ୍ତି ସହ ମୋଟ ୧୨ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।*

Follow by Email
WhatsApp