ଜେ.ପି.କନଷ୍ଟ୍ରକସନ ବଢାଇଲା ସହାୟତାର ହାତ ;ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ

ଅନୁଗୋଳ(ଏନଟିପି): କରୋନା କୁ ନେଇ ସାରା ବିଶ୍ୱ ଏବେ ସ୍ତବ୍ଧ ହୋଇଯାଇଛି।କରୋନା ମହାମରାଇ ସହ ଲଢ଼ିବାକୁ ହେଲେ ସମସ୍ତଙ୍କୁ ସହଯୋଗର ହାତ ବଢାଇବାକୁ ହେବ।ରାଜ୍ୟ ସରକାର କରୋନାକୁ ପ୍ରତିହତ କରିବା ପାଇଁ ଦିନ ରାତି […]

ଦୁଶ୍ଚିନ୍ତାରେ ବାଲିଗୁଡ଼ାର ବାଉଁଶ କାରୀଗର :ସାମଗ୍ରୀ ଅଛି ହେଲେ, କିଣାବିକା ନାହିଁ

କନ୍ଧମାଳ(ଏନଟିପି): ବିଶ୍ବରେ କାୟା ବିସ୍ତାର କରିଚାଲିଛି କରୋନା । ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶରେ ଲକ୍ ଡାଉନ୍ ଜାରି କରିଛନ୍ତି ସରକାର । ଲୋକେ ଘରୁ ବାହାରକୁ ବାହାରୁନାହାଁନ୍ତି । ଗୋଷ୍ଠୀ […]

ନବ ଦମ୍ପତିଙ୍କ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ l

ତାଳଚେର(ଏନଟିପି) କରୋନା ମହାମାରୀ ସର ବିଶ୍ୱକୁ ଗ୍ରାସ କରିଛି।ଗୋଟିଏ ପରେ ଗୋଟିଏ ଦେଶକୁ କରୋନା ତାର କାୟା ବିସ୍ତାର କରିଚାଲିଛି।କରୋନାକୁ ମୁକାବିଲା କରିବା ପାଇଁ ସାରା ଦେଶ ଆଜି ଏକାଠି ହୋଇଛି । କେନ୍ଦ୍ର […]

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବାଲେଶ୍ୱରରେ ବୃଦ୍ଧି ପରେ ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆରଡିସି

ଭୁବନେଶ୍ୱର(ଏନଟିପି): ବାଲେଶ୍ୱରରେ ଗତ ଦୁଇ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ରାଂଚଳ ଆର୍‌ଡିସି ଅନୀଲ ସାମଲ ସ୍ଥିତି ସମୀକ୍ଷା କରିଛନ୍ତି । କଣ୍ଟେନମେଂଟ ଜୋନ୍ […]

*ତାତିରୁ ମିଳିବ ଆଶ୍ୱସ୍ତି : ସୋମବାର ଠାରୁ ୧୨ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା , ୨୧ ଓ ୨୨ତାରିଖରେ ରାଜ୍ୟରେ ବଢ଼ିବ ବର୍ଷାର ପରିଣାମ

ଭୁବନେଶ୍ୱର(ଏନଟିପି) ଆସନ୍ତା ସୋମବାର ଠାରୁ ରାଜ୍ୟର ୧୨ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଅପରପକ୍ଷେ ୨୧ ଓ ୨୨ ତାରିଖରେ ରାଜ୍ୟରେ ବର୍ଷା ବଢ଼ିବ ବୋଲି ପାଣିପାଗବିତ୍‌ […]

ନାଲକୋ ଟ୍ରକ ମାଲିକ ସଂଘ, କୁଲାଡ଼ ଆନୁକୂଲ୍ୟରେ କୋଭିଡ-୧୯ ବିରୁଦ୍ଧରେ ସଚେତନତା କାର୍ଯ୍ୟକ୍ରମ ସହ ମାସ୍କ ବଣ୍ଟନ

ଅନୁଗୋଳ(ଏନ ଟି ପି) : ଅନୁଗୋଳ ଜିଲ୍ଲା ନାଲକୋ ଟ୍ରକ ମାଲିକ ସଂଘ, କୁଲାଡ଼ ଆନୁକୂଲ୍ୟରେ କୋଭିଡ-୧୯ କରୋନା ବିରୁଦ୍ଧରେ ଲଢେଇ ପାଇଁ ଦ୍ଵିତୀୟ ଥର ଏକ ବିରାଟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। […]

ବାଲିଗୁଡା ଏନ୍ଏସିରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀଙ୍କୁ ସମ୍ମାନୀତ କଲେ ସମାଜସେବୀ

କନ୍ଧମାଳ(ଏନଟିପି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି ରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ସଫେଇ କର୍ମଚାରୀଙ୍କୁ  ଉପଢ଼ୌକନ ଦେଇ ସମ୍ମାନିତ କରିଛନ୍ତି ଫୁଲବାଣୀର ଯୁବ ସମାଜସେବୀ ପ୍ରଶାନ୍ତ କୁମାର ସ୍ବାଇଁ । […]

ବାଧକ ସାଜିଛି କରୋନା: ବିକ୍ରି ହେଉନି ଖଲି, ଚିନ୍ତାରେ ପରିବାର

କନ୍ଧମାଳ,୧୮/୪.(ଏନଟିପି) :କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାକୁ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଅଞ୍ଚଳବାସୀ ପାଳନ କରିବା ସହ ପ୍ରଶାସନର […]

ସୁସ୍ଥ ହେଲା ପରେ ବି ପୁଣି ଫେରୁଛି କରୋନା

ଏନଟିପି (ବ୍ୟୁରୋ): ଜଣେ କରୋନା ରୋଗୀଙ୍କଠାରୁ ସୁସ୍ଥ ହେବା ପରେ,ସେହି କରୋନା ସହିତ ପୁନର୍ବାର ସଂକ୍ରମିତ ହେବାର ମାମଲା ପ୍ରଥମେ ସେହି ଚାଇନାରେ ଦେଖାଦେଇଥିଲା ଯେଉଁଠାରୁ ଏହି ରୋଗ ଆରମ୍ଭ ହୋଇଥିଲା । ଚୀନ୍ […]

କିସରେ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କଲେ କିଟ,କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର(ଏନ ଟିପି) ଭୁବନେଶ୍ୱର କିସ (କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ)ରେ ନିରାଡମ୍ବର ଭାବେ ସାମାଜିକ ଦୂରତ୍ୱ ବଜାୟ ରଖି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଛି। କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା […]

Follow by Email
WhatsApp