ଜରିପାଲ ତଳେ ବିତୁଛି ନିରାଶ୍ରୟଙ୍କ ଜୀବନ Posted on 22/04/202022/04/2020 by NTP Bureau Report ଢେଙ୍କାନାଳ(ଏନଟିପି): ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରିଛନ୍ତି।କିନ୍ତୁ ପ୍ରକୃତ ହିତାଧିକାରୀ ଯୋଜନାରୁ ବାଦ ପଡୁଛନ୍ତି କେମିତି।ସରକାର ତ ଯୋଜନା ପ୍ରଣୟନ କଲେ କିନ୍ତୁ ଯୋଜନା ଦାୟିତ୍ୱରେ ଥିବା ଅଧିକାରୀ ମାନେ କାହିଁକି ଧ୍ୟାନ ଦେଉନାହାନ୍ତି ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।ବିଜୁ ପକ୍କା ଘର ଯୋଜନା ଟି ସତେ ଯେମିତି ସାତ ସପନ ହୋଇ ଯାଇଛି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବଳଦିଆ ବନ୍ଧ ପଞ୍ଚାୟତ ଅନ୍ତର୍ଗତ ପାଇକ ଦହି ଖୋର ଗ୍ରାମ ହରିଜନ ସାହି ର ରଶ୍ମିତା ନାଏକ ସ୍ୱାମୀ ଅନ୍ତର୍ଯ୍ୟାମୀ ନାଏକ ଙ୍କ ପାଇଁ lପାଞ୍ଚ ପ୍ରାଣୀ କୁଟୁମ୍ବ ଗୋଟିଏ ଜରି ପାଲ ତଳେ ବିିିତୁଛି ଜୀବନ Share on FacebookTweetFollow usSave Post Views: 252
Odisha ନ୍ୟାୟ ପାଇଁ ଏସ.ପି.ଙ୍କୁ ଭେଟିଲେ ମୃତକଙ୍କ ପରିବାର.. NTP Bureau Report 10/01/2019 0 ଏନଟିପି:(ଅନୁଗୁଳ)ନ୍ୟାୟ ପାଇଁ ଏସ ପି ଙ୍କ ଦ୍ବାରସ୍ତ ହେଲେ ମୃତକଙ୍କ ପରିବାର।ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନାର କଳମଛୁଇଁ ଗ୍ରାମର ରସାନନ୍ଦ ନାୟକ ଙ୍କୁ ତାଙ୍କ ସ୍ତ୍ରୀ ଓ ଝିଅର ପରିବାର ଲୋକେ ମାରିଦେଇଥିବା […]
NATIONAL Odisha 20th Annual Convocation of KIIT NTP Bureau Report 14/09/2024 0 Youth Leading the Nation’s Transformation: Raghubar Das, Governor of Odisha Bhubaneswar, 15th September: “The country is going through both a challenging and exciting phase. Prime Minister Narendra […]
Odisha ଆଲୁମିନିୟମ ପାର୍କ ପୁନର୍ବାର ଚାଲୁ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପୀୟୂଷ ଗୋଏଲ ଙ୍କୁ ଲେଖିଲେ ଚିଠି NTP Bureau Report 04/12/2019 0 ଅନୁଗୋଳ(ଏନଟିପି): ଅନୁଗୋଳ ରେ ହେବ ଆଲୁମିନିୟମ ପାର୍କ।ଭିତ୍ତିଭୂମି ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରଧାନ ଲେଖିଲେ ଚିଠି।ଅନୁଗୋଳ ଆଲୁମିନିୟମ ପାର୍କ ଠାରେ ପ୍ରସ୍ତାବିତ ଭିତିଭୂମି ଉନ୍ନୟନ ପ୍ରକଳ୍ପକୁ ପୁନର୍ବାର ଚାଲୁ କରିବା […]