ପୁଣି ଫେରିଲା ଲକଡାଉନ

ଭୁବନେଶ୍ୱର(ଏନ ଟି ପି): ସ୍ୱତନ୍ତ୍ର ରିଲିଫ କମିଶନର୍ ଜାରି କଲେ ଲକ୍‌ଡାଉନ୍‌ର ସଂଶୋଧିତ ନିୟମାବଳି । ଆସନ୍ତାକାଲିଠାରୁ ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର ଏବଂ ରାଉରକେଲା ପୌରାଞ୍ଚଳରେ ଏହି ସବୁ ନିୟମ ଲାଗୁ ହେବ ।୧-୨୫ […]

ଦୁର୍ଘଟଣାରେ ଭାଇ ଭଉଣୀଙ୍କ ଦୁଃଖଦ ମୃତ୍ୟୁ ,ସମ୍ପର୍କୀୟ ଭାଇ ଗୁରୁତର

ଛେଣ୍ଡିପଦା( ଏନ ଟି ପି): ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ରାଇଝରଣ ନିକଟରେ ସ୍କର୍ପିଓ ଦୁର୍ଘଟଣାରେ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଥିବାବେଳେ ସମ୍ପର୍କୀୟ ଭାଇ ଯାହାଙ୍କ ବୟସ ୧୫ ରୁ୧୬ ବର୍ଷ […]

ଓଡ଼ିଶାରେ ପହଞ୍ଚିଲା ସହିଦ ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର, ବିମାନ ବନ୍ଦରରେ ଦିଆଗଲା ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର(ଏନ ଟି ପି): ଶହୀଦ ପିଲାଙ୍କ ପାଠପଢା ଦାୟିତ୍ବ ବହନ କରିବ କିଟ ଓ କିସ ଲଦାଖର ଗାଲୱାନ ଘାଟିରେ ଭାରତ-ଚୀନ ସଂଘର୍ଷରେ ପ୍ରାଣ ହରାଇଥିବା ଦେଶର 20 ଜଣ ଯବାନଙ୍କ ମଧ୍ୟରେ ଓଡ଼ିଶାର […]

NewsTimePro ର ରେସିଡେଣ୍ଟ ଏଡିଟର ଙ୍କୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ୱର(ଏନଟିପି): ସବୁଠି ସବୁବେଳେ ସବୁ ସମୟରେ ଲୋକଙ୍କ ପାଖରେ ଖବର ପହଞ୍ଚାଇବା ଦିଗରେ News time pro ୱେବ ପୋର୍ଟାଲ ସଂକଳ୍ପ ବଦ୍ଧ।NewsTimePro କୁ ମିଳିଲା କରୋନା ଯୋଦ୍ଧା ସମ୍ମାନ।କରୋନା ମହାମାରୀ ସାରା ପୃଥିବୀରେ […]

ଅନୁଗୋଳ ଆଲୁମିନିୟମ ପାର୍କ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର(ଏନଟିପି): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଭିଡିଓ କନଫରେନ୍ସିଂ ଯୋଗେ ଓଡିଶା ସରକାରର ବରିଷ୍ଠ ଅଧିକାରୀଙ୍କ ସହ ଇଡକୋର ସିଏମଡି, ଇପିକୋଲର ପ୍ରତିନିଧି ମଣ୍ଡଳି ଓ ନାଲକୋର ସିଏମଡିଙ୍କ ସହ ଅନୁଗୁଳ ଆଲୁମିନିୟମ ପାର୍କର କାର୍ଯ୍ୟକୁ […]

ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ

ଭୁବନେଶ୍ୱର(ଏନଟିପି) ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ସମ୍ମାନ।କରୋନା ମହାମାରୀ ସାରା ପୃଥିବୀରେ କାୟା ବିସ୍ତାର କରି ଚାଲିଛି। ଏହାର ପ୍ରଭାବରେ ଲକ୍ଷ ଲକ୍ଷ ମୁଣ୍ଡ ଗଡି ଗଲାଣି। ଏହାକୁ ପ୍ରତିହତ କରିବା ପାଇଁ ବିଶ୍ବର ସବୁ […]

ସ୍ନାନଯାତ୍ରାରେ ସାମାଜିକ ଦୁରତ୍ୱ ଓ ମାସ୍କ କୁ ଭୁଲିଗଲେ ସେବାୟତ,କରୋନା ସଂକ୍ରମଣ ବଢ଼ିଲେ ଦାୟୀ ରହିବ କିଏ ?

ଅନୁଗୋଳ(ଏନଟିପି): ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା।କରୋନା କଟକଣା ଯୋଗୁଁ ସାମାଜିକ ଦୁରତ୍ୱ ଅବଲମ୍ବନ କରିବା ସହ ଚତୁର୍ଦ୍ଧା ମୂର୍ତି ଙ୍କର ସ୍ନାନଯାତ୍ରା ନିଷ୍ପତି ନିଆଯାଇଥିଲା।ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ରେ ସ୍ନାନପୁର୍ଣିମାରେ ୧୦୮ ଗରା ସୁବାସିତ […]

ପ୍ରବାସୀ ଓଡ଼ିଆ ଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ

ଭୁବନେଶ୍ୱର(ଏନ ଟି ପି): ପ୍ରବାସୀ ଓଡ଼ିଆ ଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଭୁବନେଶ୍ୱର ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆସ୍ଥା ଫାଉଣ୍ଡେସନ ଟ୍ରଷ୍ଟ.କରୋନା ମହାମାରୀ ସମୟରେ ସାରା ରାଜ୍ୟ ଓ ଦେଶ ଏବେ ଏକ […]

ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପରଲୋକ

ଅନୁଗୋଳ(ଏନଟିପି): ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ପରଲୋକ। ରଙ୍ଗ ତୂଳୀର ଯାଦୁକର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସୁନାମଧନ୍ୟ ଚିତ୍ରଶିଳ୍ପୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୮୫ବର୍ଷ ହୋଇଥିଲା। ଦୀର୍ଘ […]

Follow by Email
WhatsApp