ବଲାଙ୍ଗୀର ମାଟି ଐତିହ୍ୟ ସମ୍ପର୍ଣ୍ଣ ମାଟି :ଧର୍ମେନ୍ଦ୍ର ପ୍ରଧାନ

ଏନଟିପି:

ବଲାଙ୍ଗୀରର ମାଟି ଐତିହ୍ୟସମ୍ପନ୍ନ, ସଂସ୍କୃତିଭରା ଓ ପରମ୍ପରାର ମାଟି । ଏ ମାଟି କେବଳ ଇତିହାସକୁ ମନେପକାଏ ନାହିଁ, ସମୟର ଆବଶ୍ୟକତାକୁ ପୂରଣା କରିବା ପାଇଁ ଆହ୍ୱାନକୁ ବି ସ୍ୱୀକାର କରେ ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର କ୍ରଧନ କହିଛନ୍ତି

Follow by Email
WhatsApp