ନାଥୁରାମ ଗୋଡ଼ସେ ଗାନ୍ଧିଜୀଙ୍କୁ କାହିଁକି ମାରିଲେ ଗୁଳି….

ଏନଟିପି(ସ୍ମୃତିଲିପି ସାହୁଙ୍କ ରିପୋର୍ଟ)

ନାଥୁରାମ ଗୋଡ଼ସେ ଗାନ୍ଧିଜୀଙ୍କୁ କଣ ପାଇଁ ଗୁଳି କରି ହତ୍ୟା କରିଥିଲା, ଏହା ହେଉଛି ତାର ମୁଖ୍ୟ କାରଣ*
 
*ଗାନ୍ଧିଜୀଙ୍କର ହତ୍ୟା ନାଥୁରାମ ଗୋଡ଼ସେ 30 ଜାନୁଆରି 1948 ରେ ଦିଲ୍ଲୀ ର ବିରଲା ଭବନ ଠାରେ ଗୁଳି ମାରି କରାଯାଇଥିଲା। କିନ୍ତୁ କୋର୍ଟ ଯେବେ ଗୋଡ଼ସେ କୁ ପଚାରିଲେ କି ସେ ଗାନ୍ଧିଜୀଙ୍କୁ କଣ ପାଇଁ ହତ୍ୟା କଲା ତ ତାଙ୍କର ଜବାବ ଆଶ୍ଚର୍ଯ୍ୟ ଜନକ ଥିଲା।*

*ନାଥୁରାମ ଗୋଡ଼ସେ କୁ ଯେବେ କୋର୍ଟ ରେ ପେଶ କରାଗଲା, ତେବେ ସେ ସମସ୍ତ ଜନତାଙ୍କୁ ନିଜର ଆଭାର ପ୍ରଖଟ କଲେ। ନାଥୁରାମ କହିଲେ କି ଯେଉଁ ବ୍ୟକ୍ତି ଦେଶକୁ ପ୍ରକୁତରେ ଭଲପାଉଥିବ ଏବଂ ପ୍ରକୁତରେ ଏକ ଦେଶ ଭକ୍ତ ଅଟେ, ତ ଯେବେ ବି ଦେଶର ଅହିତ ହେବ ତାର ରକ୍ତ ରାଗରେ ଗରମ ହୋଇ ଉଠିବ।*

*ପ୍ରକୁତରେ ଜିନ୍ନା ଧର୍ମ ଆଧାରରେ ଦେଶକୁ ଦୁଇ ଭାଗ କରିଥିଲା ଏବଂ ୟା ପରେ ପାକିସ୍ତାନ ର ଅସ୍ତିତ୍ବ ଦୁନିଆକୁ ଆସିଥିଲା। ଗୋଡ଼ସେ କହିଲେ କି ଦେଶର ଜନତାଙ୍କ ଉପରେ ଇସଲାମ ଦ୍ୱାରା କରାଯାଇଥିବା ଅତ୍ୟାଚାର ଏବଂ ଜବରଦସ୍ତି ଧର୍ମ ପରିବର୍ତନ ର ବିରୋଧ ଆମେ କରିନାହୁଁ, କିନ୍ତୁ କିଛିଦିନପରେ ମୁସଲିମ ନେତାମାନେ ଜିଦ ଧରିଲେ ଯେ କଂଗ୍ରେସ ତାଙ୍କ ସମକ୍ଷରେ ନିଜକୁ ସମର୍ପଣ କରୁ ଏବଂ ତାଙ୍କର ସବୁ କଥା ମାନୁ। ଗୋଡ଼ସେଙ୍କୁ ଏହି କଥାଟି ବିଲକୁଲ ପସନ୍ଦ ଆସିଲାନାହିଁ।*

*ଗାନ୍ଧିଜୀ ସେହି ସମୟରେ ଦେଶର ଜଣେ ବହୁତ ବଡ଼ ଲିଡର ଥିଲେ, ଯାହାଙ୍କ କଥା ସମସ୍ତେ ମାନୁଥିଲେ। ତାଙ୍କର ଭାରତକୁ ଆଜାଦ କରିବାରେ ମୁଖ୍ୟ ଯୋଗଦାନ ଥିଲା। ଧର୍ମ ଆଧାରରେ ଭାରତକୁ ଦୁଇ ଭାଗ କରାଗଲା ପରେ ବି, ଗାନ୍ଧିଜୀ ଚାହୁଁଥିଲେ ଭାରତରେ ହିନ୍ଦୁ ଆଉ ମୁସଲିମ ଏକାଠି ରହନ୍ତୁ। ଏହି କଥାଟି ମତେ ବି ପସନ୍ଦ ଆସିନଥିଲା। ଏଇଥିପାଇଁ ସେ ଏହି ଭୁଲଟି କରିଥିଲେ ଏବଂ ଏହି କାମଟି ସେ ଏକୁଟିଆ କରିଥିଲେ। ଗୋଡ଼ସେ କହିଲେ ଯଦି ରାଷ୍ଟ୍ର ଭକ୍ତି କରିବା ଭୁଲ୍ ଅଟେ ତେବେ ହଁ ଏହି ଭୁଲଟି ମୁଁ କରିଛି।*

Follow by Email
WhatsApp