ଆଦର୍ଶ ବିଦ୍ୟାଳୟ ଶୀଘ୍ର କରିବାକୁ ନିର୍ଦେଶ ଦେଲେ ବିଧାୟକ

ଏନଟିପି :(ଅନୁଗୁଳ)ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଝରବେରେଣି ଠାରେ ନିର୍ମାଣ ହେବାକୁ ଥିବା ଆଦର୍ଶବିଦ୍ୟାଳୟ ନିମନ୍ତେ ଚିହ୍ନଟ ହୋଇଥିବା ସ୍ଥାନକୁ ବିଭିନ୍ନ ଅଧିକାରୀ ଙ୍କ ସହ ପାଲଲହଡା ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ମହେଶ ସାହୁ ପରିଦର୍ଶନ କରିଛନ୍ତି।ଯଥାଶୀଘ୍ର ବିଦ୍ୟାଳୟ କାମ ଆରମ୍ଭ କରିବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ ବିଧାୟକ ।ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ବିଦ୍ୟାଳୟ ନିର୍ମାଣକାର୍ଯ୍ୟ ହେବାକୁ ଥିବାବେଳେ ଅଞ୍ଚଳବାସୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ବିଧାୟକ ଙ୍କ ସହିତ ଆଲୋଚନା କରିଥିଲେ ।ବ୍ଲକ ସମେତ ତହସିଲଦାର ମଧ୍ୟ ବିଧାୟକଙ୍କ ସହି ବୁଲି ଦେଖିଥିଲେ।

Follow by Email
WhatsApp