ରାଜ୍ୟ କ୍ୟାବିନେଟ ବୈଠକରେ କଣ ନିଆଯିବ ନିଷ୍ପତି Posted on 12/03/202012/03/2020 by NTP Bureau Report ଭୁବନେଶ୍ୱର(ଏନଟିପି): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକ ସମ୍ପର୍କରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ମନ୍ତ୍ରୀମାନଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତେବେ କ୍ୟାବିନେଟ ବୈଠକରେ କ’ଣ ଆଲୋଚନା ହେବ ସେ ନେଇ କୌଣସି ଏଜେଣ୍ଡା ଦିଆଯାଇ ନାହିଁ। କେବଳ ଉପସ୍ଥିତ ରହିବା ପାଇଁ ମନ୍ତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି। ଅସମର୍ଥିତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି କ୍ୟାବିନେଟ ବୈଠକରେ ରାଜ୍ୟ ସରକାର କୌଣସି ଏକ ବଡ଼ଧରଣର ନିଷ୍ପତ୍ତି ନେଇପାରନ୍ତି। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଘୋଷଣା ମଧ୍ୟ କରିବାର ସମ୍ଭାବନା ରହିଛି। Share on FacebookTweetFollow usSave Post Views: 293
Odisha NATIONAL କେତେ ରହିଛି ସୁନା ଓ ରୁପାର ଦର NTP Bureau Report 13/08/2019 0 ନୂଆଦିଲୀ(ଏନଟିପି): ରାଜଧାନୀ ଦିଲ୍ଲୀର ସରର୍ଫା ବଜାରରେ ସୋମବାର ସୁନା ୫୦ ଟଙ୍କା ବଢ଼ିବା ସହିତ ୩୮,୪୭୦ ଟଙ୍କା ପ୍ରତି ୧୦ ଗ୍ରାମ ହୋଇ ଏବେ ପର୍ଯ୍ୟନ୍ତର ରେକର୍ଡ ସ୍ତରରେ ପହଁଚିଛି। ଚୀନ ଏବଂ ଆମେରିକା […]
Odisha ୧୫୬ ମେଡ଼ିସିନ୍ ଉପରେ ରୋକ ଟାଣିଲେ କେନ୍ଦ୍ରସରକାର NTP Bureau Report 24/08/2024 0 ଏନ୍ ଟି ପି ବ୍ୟୁରୋ: ବହୁଳ ମାତ୍ରାରେ ବିକ୍ରି ହେଉଥିବା ୧୫୬ଟି ଔଷଧକୁ ସରକାର ବ୍ୟାନ କରିଛନ୍ତି ଫିକ୍ସଡ୍ ଡୋଜ୍ କମ୍ୱିନେସନ ଔଷଧକୁ ବ୍ୟାନ କରାଯାଇଛି । ସାଧାରଣତଃ ଜ୍ୱର, ଥଣ୍ଡା, ଯନ୍ତ୍ରଣା ଓ […]
Odisha Business ଟାଟା ଷ୍ଟିଲ୍ ବିଏସ୍ଏଲ୍ ଦ୍ୱାରା କୋକ୍ ଓଭେନ୍ ବର୍ଜ୍ୟଜଳର ଉପଚାର ପାଇଁ ଇଷ୍ପାତ ଉଦ୍ୟୋଗର ବିଶ୍ୱର ପ୍ରଥମ ୟୁଭି ଅକ୍ସିଡ଼େସନ୍ ପ୍ଲାଣ୍ଟ ସ୍ଥାପନ NTP Bureau Report 08/08/2021 0 ଟାଟା ଷ୍ଟିଲ୍ ବିଏସ୍ଏଲ୍ ଦ୍ୱାରା କୋକ୍ ଓଭେନ୍ ବର୍ଜ୍ୟଜଳର ଉପଚାର ପାଇଁ ଇଷ୍ପାତ ଉଦ୍ୟୋଗର ବିଶ୍ୱର ପ୍ରଥମ ୟୁଭି ଅକ୍ସିଡ଼େସନ୍ ପ୍ଲାଣ୍ଟ ସ୍ଥାପନ ଏହି ଅନନ୍ୟ ଟେକ୍ନୋଲୋଜି ଇସ୍ପାତ ସମେତ ଅନ୍ୟାନ୍ୟ ଉଦ୍ୟୋଗରେ ବର୍ଜ୍ୟଜଳ […]