ବିଜେଡି ବ୍ଲକ ସଭାପତିଙ୍କୁ ସ୍ୱାଗତ ଜଣାଇଲେ ବିଧାୟକ Posted on 02/03/202002/03/2020 by NTP Bureau Report ଅନୁଗୋଳ(ଏନଟିପି): ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକର ୨୭ ଟି ଗ୍ରାମ ପଞ୍ଚାୟତ ର ନୂତନ ସଭାପତି ଓ ବ୍ଲକ ସଭାପତି ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉସ୍ଛବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମାନ୍ୟବର ବିଧାୟକ ମୁକେଶ କୁମାର ପାଳ ମହୋଦୟ ।ସଙ୍ଗଠନକୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ଓ ସରକାରଙ୍କ ଲୋକାଭିମୁଖି ଯୋଜନା ଗୁଡିକ ସଠିକ୍ ଭାବରେ କାର୍ଯ୍ୟ କରାଯିବା ପାଇଁ ଆହ୍ୱାନ ଦେଇଥିଲେ ବିଧାୟକ।ରାଜ୍ୟସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନା ଗୁଡିକର ସାଧାରଣ ଲୋକେ କିଭଳି ସୁଫଳ ପାଇପାରିବେ ସେ ଦିଗରେ ସମସ୍ତେଆ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଥିଲେ ବିଧାୟକ।ଆଗକୁ ଆସୁଥିବା ବିଜୁ ଜୟନ୍ତୀ ଉତ୍ସବ କୁ କିଭଳି ପାଳନ କରାଯିବ ସେ ଦିଗରେ ମଧ୍ୟ ଆଲୋଚନା ହୋଇଥିଲା। Share on FacebookTweetFollow usSave Post Views: 407
Odisha ଅଚ୍ୟୁତ ସାମନ୍ତଙ୍କୁ ଗାନ୍ଧୀ ମାଣ୍ଡେଲା ପୁରସ୍କାର NTP Bureau Report 13/07/2019 0 ଭୁବନେଶ୍ୱର (ଏନଟିପି) ଶିକ୍ଷାବିତ ତଥା ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଗୁରୁବାର ନୂଆଦିଲ୍ଲୀଠାରେ ପ୍ରଦାନ କରାଯାଇଛି ‘ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର’ । ଶିକ୍ଷା ସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ […]
Odisha Business World Environment Day observed at NTPC Kaniha NTP Bureau Report 05/06/2021 0 Angul(NewsTimePro): The World Environment Day was observed at NTPC Talcher Super Thermal Power Station, Kaniha on 05.06.2021 adhering to the Covid protocols. Environmental Pledges in […]
Odisha ତାଳଚେର ବିଧାୟକ CMRF କୁ କରୋନା ପାଇଁ ୩ ମାସର ଦରମା କଲେ ଦାନ NTP Bureau Report 24/03/2020 0 ଅନୁଗୋଳ(ଏନ ଟି ପି): କରୋନା ଏବେ ବିଶ୍ୱ ମହାମାରୀ।କରୋନାର ମୁକାବିଲା କେବଳ ସଚେତନ ରହିପାରିଲେ ହିଁ ରୋକାଯାଇପାରିବା।ରାଜ୍ୟରେ କରୋନାର ମୁକାବିଲା ପାଇଁ ରାଜ୍ୟ ସରକାର ଲକଡାଉନ ଘୋଷଣା କରାଯାଇଛି।କିନ୍ତୁ ଲୋକେ ଲକଡାଉନ କୁ ମାନିବାର […]